Ayurveda Cancer Diet Naturopathy Product

ସୀ-ବକଥର୍ନ– କଳିଯୁଗର ବିଶଲ୍ୟକରଣୀ ବା ସଞ୍ଜିବନୀ ବୁଟି

ସୀ-ବକଥର୍ନ– କଳିଯୁଗର ବିଶଲ୍ୟକରଣୀ ବା ସଞ୍ଜିବନୀ ବୁଟି
  • PublishedMarch 1, 2024
Spread the love

Sea Buck-Thorn

ଏହା ଛୋଟ ପିଲା ସ୍ତ୍ରୀ ପୁରୁଷ ସୁସ୍ଥ ଓ ରୋଗୀ ସମସ୍ତଙ୍କ ପାଇଁ ଅମୃତ ଏବଂ ରୋଗୀଙ୍କ ପାଇଁ ବରଦାନ ଅଟେ I

ପୌରାଣିକ କଥା ଅନୁସାରେ ଯେତେବେଳ ଲକ୍ଷ୍ମଣ ଚେତାଶୂନ୍ୟ ହୋଇଯାଇଥିଲେ ଭଗବାନ ରାମ ଯେଉଁ ସଞ୍ଜିବନୀ ବୁଟି ଆଣିବା ପାଇଁ ଶ୍ରୀ ହନୁମାନଙ୍କୁ ପଠାଇଥିଲେ, ଲେହ ଲୋକଙ୍କ ମାନ୍ୟତା ଅନୁଯାୟୀ ଲେହ ଲଦାଖରେ ମିଳୁଥିବା ଏହା ସୀବକଥର୍ନ ହିଁ ଥିଲା l ଏହି ବୁଟୀରୁ ଲକ୍ଷ୍ମଣ ଉପଚାର ହେଲେ ଓ ସ୍ୱାସ୍ଥ୍ୟ ଲାଭ କରିଥିଲେ l ଏହା ସିନ୍ଧୁନଦୀ କୂଳରେ ଥିବା କଣ୍ଟାବୁଦା ଗୁଡିକରେ ମିଳିଥାଏ ଯାହାର ତାପମାତ୍ରା -35°C ରୁ -40°C ପର୍ଯ୍ୟନ୍ତ ହୋଇଥାଏ l ସେଠାରେ ଅକ୍ସିଜେନ କମ ଥାଏ, କିନ୍ତୁ ଭଗବାନ ଏହି ବେରି (ସୀ ବକଥର୍ନ) ରେ  ଭରପୁର ଅକ୍ସିଜେନ ରଖିଛନ୍ତି l ତେଣୁ ଏହାକୁ ବ୍ୟବହାର କଲେ ଏହା ଅକ୍ସିଜେନ ପୂରା କରିପାରେ l ଏହାର ଫଳ, ରସ, ମଞ୍ଜି, ଡାଳ,  ପତ୍ର ଗୁଡିକରେ ଔଷଧ ଗୁଣ ରହିଛି l ଏହା ଅତ୍ୟଧିକ ଆଣ୍ଟି ଅକ୍ସିଡେଣ୍ଟ ଅଟେ l ଏହାକୁ ଅକ୍ସିଜେନ, ଭିଟାମିନ ଓ ଖଣିଜ ପଦାର୍ଥର ଭଣ୍ଡାର କୁହାଯାଏ l ସବୁ ଫଳ ଠାରୁ ଏଥିରେ ଅଧିକ ଭିଟାମିନ C ଅଛି l ଏଥିରେ ଅଁଳା ଠାରୁ 20 ଗୁଣ ଅଧିକ ଭିଟାମିନ C ମିଳିଥାଏ l ଏଥିରେ 100ରୁ ଅଧିକ ପୋଷକ ତତ୍ତ୍ୱ ସହିତ 25 ଖଣିଜ ପଦାର୍ଥ ଓ 18 ଏମିନୋ ଏସିଡ ଅଛି l ଏହା ସମସ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ l

ଏହା ଥଣ୍ଡା, ଲିଭର, ବ୍ଲଡ଼ ପ୍ରେସର,  ସୁଗାର ଓ ହୃଦ ରୋଗ ରେ ସହାୟକ l

ଏହାକୁ ବ୍ୟକ୍ତି ସେବନ କଲେ 100 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥାରେ ରହିପାରେ ଓ ନୀରୋଗ ଜୀବନ ବିତାଇ ପାରେ l

ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଶୁଣନ୍ତୁ ତଳ ଲିଙ୍କରେ

Sea Buckthorn (Berry) fruit Juice is formulated to give a boost to your overall health. It is known as Sanjeevani Booti. This herb grows on the thorny bushes in Leh in the region around Sindh River, where the temperature is from -35oC to -40oC and the oxygen level becomes quite low, but God has kept this Berry full of Oxygen so that people can fulfill their requirement of oxygen by its use. Its fruits, seeds, leave, and bushes are enriched with medicinal properties and used in medicines. Sea Buckthorn is full of Anti-ageing, Anti-disease and anti-oxidant properties. It is called a store full of oxygen, vitamins and minerals particularly vitamin C. This Berry has 4 to 100 times more vitamin C as compared to all the fruits and vegetables in the world, which are rich source of vitamin C. The content of vitamin C in Sea Buckthorn is 20 times more as compared to, that in Amla. It contains more than 100 nutrients and contains vitamins- C, A, E, B-1, B-2, 25 minerals, and 18 amino acids. It is very useful for people of all age group. Enriched with all the essential nutrients, this juice helps you keep healthy, fit and active, and enables you to live longer. Excellent in eradicating mental, physical and sexual weakness, it gives you the right kick to stay active all day long.

Benefits

  • Heart disease -lowers cholesterol, reduces chest pain, and improves heart function in people with heart disease.
  • Liver scarring (cirrhosis)
  • Boost Your Immune System
  • Help Fight Cancer Cells
  • Protects the liver and heart from various complications
  • Helps prevent various health ailments like cold, obesity, blood pressure, breathing disorders etc.

Do not Use when

  • Bleeding disorder – Sea buckthorn might slow blood clotting when taken as a medicine.
  • Low blood pressure – Sea buckthorn might lower blood pressure when taken as a medicine.
  • Surgery – Sea buckthorn might slow blood clotting when taken as a medicine.

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button