Advertise

ଏବେ ଚାଷୀ ଭାଇ ହେବେ ମାଲାମାଲ – ଅଗର ଗଛର କମାଲ

ଏବେ ଚାଷୀ ଭାଇ ହେବେ ମାଲାମାଲ – ଅଗର ଗଛର କମାଲ
  • PublishedJune 8, 2024
Spread the love

ଏବେ ଚାଷୀ ଭାଇ ହେବେ ମାଲାମାଲ – ଅଗର ଗଛର କମାଲ

ଆପଣଙ୍କ ଖାଲି ପଡ଼ିଥିବା ଜାଗା, ପଡିଆ ବା ପୋଖରୀ ହୁଡ଼ାରେ ଅଗର ଗଛ ଲଗାନ୍ତୁ ଓ 8/10 ବର୍ଷରେ କୋଟିପତି ହୁଅନ୍ତୁ | ପାଣି ଜମୁ ନଥିବା ଜାଗା ଆବଶ୍ୟକ | 

ନିଜ ଭବିଷ୍ୟତ ପାଇଁ ବା ପିଲାଙ୍କ ଭବିଷ୍ୟତ ପାଇଁ ଅଗର ଗଛ ନିହାତି ଲଗାନ୍ତୁ |

ଅଗର ଗଛ ରୁ ବହୁ ମୂଲ୍ୟବାନ ଅତର ଓ ଔଷଧ ପ୍ରସ୍ତୁତ ହୁଏ | ଏହି ଗଛ ପୃଥିବୀ ରେ ସବୁଠାରୁ ଦାମିକା ଗଛ ଅଟେ | Google ମାରି ଦେଖନ୍ତୁ | ଏହାର ବେଶୀ ଚାଷ ଭାରତ ରେ ତ୍ରିପୁରା ରେ ହେଉଛି ଓ ବିଦେଶରେ ଏହାର ତେଲ, ଅତର ଓ ଏଥିରୁ ତିଆରି ଔଷଧ ର ଚାହିଦା ଅଧିକ |

ଅଗର ଗଛ ବିଷୟରେ ଅଧିକ ଜାଣିବା ପାଇଁ ଆପଣ Google ଏବଂ YouTube ରେ ସର୍ଚ୍ଚ କରି ଜାଣିପାରିବେ |

ଆମ ସଂସ୍ଥା ଆପଣଙ୍କୁ ଚାରା ଗଛ ଯୋଗାଇ ଦେବ ଏବଂ ଚାରି ବର୍ଷ ପରେ Inoculation ( ଟିକା କରଣ ) ସଂସ୍ଥା ନିଜସ୍ୱ ଖର୍ଚ୍ଚ ରେ ପ୍ରତିବର୍ଷ ଦାୟିତ୍ୱ ନେବା ସହିତ ଗଛର 10 ବର୍ଷରେ Maturity ହେଲେ ଆମ ସଂସ୍ଥା ଆପଣଙ୍କ ଗଛ କିଣିନେବ |

ଗୋଟିଏ ଅଗର ଚାରା ବା ଛୋଟ ଗଛର ମୂଲ୍ୟ 400/- ଟଙ୍କା ଏବଂ 10 ବର୍ଷ ପରେ ସେହି ଗଛର ମୂଲ୍ୟ 5,00,000 (5 ଲକ୍ଷ ) ଟଙ୍କା |

ଅତି କମରେ ଆପଣ 50 ଟି ଗଛ Order କରିପାରିବେ ଏବଂ ପ୍ରତି ଗଛର ଲଗାଇବା  ବ୍ୟବଧାନ 8 ଫୁଟ ରହିବା ଦରକାର ଓ ଗାତ 2 ଫୁଟ ରହିବା ଦରକାର |

15 ଡିସିମିଲି ଜାଗାରେ ଆନୁମାନିକ 100 ଗଛ ଲାଗିପରିବ ଓ 1 ଏକର ଜାଗାରେ ପ୍ରାୟ 700 ଗଛ ଲାଗି ପାରିବ |

100 ଗଛ ଲଗାଇଲେ  Mature ଗଛ କିଣିବା ପାଇଁ Agreement ହେଇପାରିବ |

ଆପଣ ଗାତ ଖୋଳି ସାରିବା ପରେ Payment କରିବେ ଓ ଗାତ ଖୋଳା ଯାଇଥିବା ଫୋଟୋ ପଠାଇଲା ପରେ ଚାରାଗଛ ଆପଣଙ୍କୁ ଦିଆଯିବ |

ଉଦାହରଣ – ଯଦି 20 ଟା ଗଛ ଲଗାଉଛନ୍ତି  ଆପଣଙ୍କ ମୂଳ Investment 8000 ରୁ 10000/- ଓ 10 ବର୍ଷରେ ଗଛ ବିକ୍ରୀହେବ 20×5ଲକ୍ଷ = 1 କୋଟି

ଗଛ ଦେଖିବାକୁ ଆକାଶି ଗଛ ପରି ଲମ୍ବା ଲମ୍ବା, ପ୍ରଥମ 6 ମାସ, ବର୍ଷେ ଯତ୍ନ ନେବାକୁ ହେବ ତାପରେ ସେ ଆପେ ବଢ଼ିଯିବ | ଆପଣ କେବଳ ମଝିରେ ମଝିରେ ପାଣି ଦେବା ବ୍ୟବସ୍ଥା କରିବେ ବାକି ସାର ଔଷଧ ଖତ ସବୁ କମ୍ପାନୀ କରିବ |

ଯେତେ ଅଧିକ ଗଛ ଲଗାଇବେ ସେତେ ଲାଭବାନ ହେବେ |

ଚାରା ଗଛ ପାଇଁ ଯୋଗାଯୋଗ କରନ୍ତୁ |

Green Growth Pvt Ltd

Branch Office – Madhuban, Baripada, Mayurbhanj

Contact  – 9692801437

The properties of Agar Wood oil are (so far) known to be:

  • Stimulant – quickens physiological function
  • Tonic – strengthens the body
  • Anti-inflammatory – reduces inflammation
  • Aphrodisiac – increases sexual desire
  • Diuretic – stimulates the production of urine
  • Antimicrobial – kills or resists pathogenic microorganisms
  • Carminative – settles the digestive system and relieves gas
  • Febrifuge – combats fever
  • Digestive – aids digestion of food
  • Expectorant – loosens mucus in the respiratory tract and aids expulsion
  • Muscle relaxant – eases tension in muscles
  • Demulcent – protects mucus membranes and calms irritation
  • Analgesic – relieves pain
  • Anti-arthritic – combats arthritis
  • Antipruritic – relieves or prevents itching
  • Stomachic – digestive aid and tonic, improves appetite.
  • In Tibetan medicine Agarwood is used to treat emotional, nervous and psychological issues, through its ability to induce a
  • deep meditative state. It is also used as a tranquilizer.

More About Plantation – https://www.plantationsinternational.com/19-benefits-uses-agarwood-oud-oil

Why is agarwood so expensive?

Agarwood, also known as oud, is one of the most expensive natural substances in the world. Its high cost is due to its limited supply, difficulty in obtaining it, and high demand. In this article, we will delve deeper into the fascinating world of agarwood and explore why it is so valuable.

What is so special about agarwood?

Agarwood, popularly known as oudh or gaharu, is a fragrant resinous wood of high commercial value, traded worldwide and primarily used for its distinctive fragrance in incense, perfumes, and medicine.

Is agarwood farming profitable?

Tree of Agarwood

Agar trees need 10 years to reach maturity. For the tree to grow and develop, it also requires a lot of water and a lot of rainfall each year. A farmer may get Rs 9 crores after 10 years by planting 700 trees in one acre, which is equivalent to a tree worth $10,000

What is agarwood used for in India?

In ancient India, it was used as a perfume and in religious ceremonies. In Middle Eastern cultures, agarwood oil was used as a fragrance in perfumes and incense and was also believed to have spiritual and medicinal properties of oud oil.

See More Question Answer in Google.

Agar Wood Inoculation

Artificial Inoculation

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button