ରୋଜଗାର କରି ଆତ୍ମନିର୍ଭର ହେବା ପାଇଁ ଚାହୁଁଛନ୍ତି କି? ନିରାଶ ହୁଅନ୍ତୁ ନାହିଁ, ଆମେ ଆପଣଙ୍କ ସାଥିରେ ଅଛୁ l

ଲକଡାଉନ ହେଉ ବା ଅନ୍ୟ କୌଣସି କାରଣ ହେଉ ବହୁତ ଲୋକ ଚାକିରିରୁ ଛଟେଇ ହେଉଛନ୍ତି, ବ୍ୟବସାୟ କ୍ଷତି ବା ମାନ୍ଦା ହେଉଛି, କର୍ମ ନିଯୁକ୍ତି ମିଳୁନାହିଁ, ଇତ୍ୟାଦି ସମସ୍ୟା ସୃଷ୍ଟି ହେଉଛି l ଆପଣ ଜାଣି ରଖିବା ଉଚିତ କେଉଁ ଜିନିଷ ଯେତେ  ସମସ୍ୟା ଆସିଲେ ମଧ୍ୟ ମାନ୍ଦା ହେବା ସମ୍ଭାବନା କମ l ଖାଦ୍ୟ,  ବସ୍ତ୍ର,  ବାସଗୃହ ଆଦି ନିହାତି ଆବଶ୍ୟକୀୟ ଜିନିଷ ତେଣୁ ଏ ବ୍ୟବସାୟ ସାଧାରଣତ ଭଲ ଚାଲିଥାଏ  l ତାପରେ 2 ଟି ମୁଖ୍ୟ ଅତି ଆବଶ୍ୟକୀୟ ଜିନିଷ ହେଲା ସ୍ୱାସ୍ଥ୍ୟ ଓ ଶିକ୍ଷା, ତା ସହିତ ପରିବହନ ଓ ଯୋଗାଯୋଗ ବିଭାଗ ମଧ୍ୟ ଭଲ ବ୍ୟବସାୟ କରନ୍ତି l ଏଗୁଡିକ ଅତି ଜରୁରୀ ହୋଇଥାଏ l

ଆମେ ଏଠାରେ କେବଳ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବା l ସାଧାରଣତଃ ମେଡିସିନରେ କ୍ୟାରିଅର କରିବା ପାଇଁ ଆପଣଙ୍କୁ ୫ ବର୍ଷ ପାଠ ପଢିବା ସହିତ ସାର୍ଟଫିକେଟ ଜରୁରୀ ଓ ସେଥିରେ ରିସ୍କ ମଧ୍ୟ ରହୁଛି ଓ ପାଠ ନସରିବା ପର୍ଯ୍ୟନ୍ତ ରୋଜଗାର ନଥାଏ l ଆଉ ଏ ବୟସରେ ମଧ୍ୟ ପାଠ ପଢିବା ପାଇଁ ସୁଯୋଗ ମିଳିବ ନାହିଁ

ତେଣୁ ଆମେ ଆୟୁର୍ବେଦିକ ଓ ନେଚୁରାଲ  ଥେରାପିକୁ ପ୍ରାଧାନ୍ୟ ଦେଉଛୁ l କ୍ଲାସିକାଲ ଆୟୁର୍ବେଦ ବଦଳରେ ଏଡଭାନ୍ସ ଆୟୁର୍ବେଦିକକୁ ଯେକୌଣସି ଲୋକ କ୍ୟାରିଅର ହିସାବରେ ନେଇ ବହୁତ କିଛି ରୋଜଗାର କରିପାରିବ l

ଏହାର ମାର୍କେଟ ଡିମାଣ୍ଡ ମଧ୍ୟ ଧୀରେ ଧୀରେ ବଢୁଛି ଓ ଅଳ୍ପ ମୂଳଧନରେ ଏହାକୁ  ଆରମ୍ଭ କରି ଅଧିକ ରୋଜଗାର କରିହେବ  l ତେଣୁ ଆମେ ଏଥିପାଇଁ ପ୍ରାର୍ଥୀ ଆବଶ୍ୟକ  କରୁଛୁ l

ସମସ୍ତ ଜାଣିଲେଣି ବିଭିନ୍ନ କ୍ରୋନିକ ବା ପୁରୁଣା ରୋଗ ପାଇଁ ଏଲୋପାଥିରେ ଜୀବନ ସାରା ଔଷଧ ଖାଇଲେ ମଧ୍ୟ ତାହା  ଭଲ ହୋଇପାରେ ନାହିଁ l ଉଦାହରଣ –  ଡାଇବେଟିସ, ରକ୍ତଚାପ, ଆଣ୍ଠୁଗଣ୍ଠି ଆଦି ଜୀବନସାରା ଏଲୋପାଥି ଖାଇଲେ ମଧ୍ୟ ଭଲ ହୁଏ ନାହିଁ, ଲୋକେ କହନ୍ତି ଅମକେଇ ଭଦ୍ର ବ୍ୟକ୍ତି ହାର୍ଟ ଆଟାକ ବା କିଡନୀ ରୋଗରେ ଚାଲିଗଲେ ବୋଲି l ଆମ ଭାରତରେ ପୁରୁଣା ଆୟୁର୍ବେଦର ପରମ୍ପରାକୁ ଭୁଲିଯାଇଥିବା ଲୋକମାନେ ପୁଣି ଥରେ ଏହାକୁ ମୁଖ୍ୟସ୍ରୋତ ରେ ସାମିଲ କରି ଆଗକୁ ନେବାକୁ ଅଣ୍ଟା ଭିଡ଼ିଲେଣି l ଭାରତ ସରକାରଙ୍କର ଆୟୁଷ (AYUSH) ସଂସ୍ଥା ଏଥିପାଇଁ ମଧ୍ୟ କାମ କରୁଛି l

ଆମ ଓଡିଶା ଓ ଆଖପାଖ ରାଜ୍ୟରେ ଯେଉଁମାନେ ଆୟୁର୍ବେଦ ସହ କାମ କରିବାକୁ ଚାହୁଁଛନ୍ତି ସେମାନେ ଆମ ସହ ସମ୍ପର୍କ କରିପାରିବେ l

Start Up –

ଏଥିରେ କାହା ଉପରେ ନିର୍ଭର କରି ଚାକିରୀ ଖୋଜିବାକୁ ପଡିବ ନାହିଁ l ନିଜେ ଆତ୍ମନିର୍ଭରଶୀଳ ହୋଇ ମାସକୁ ଧୀରେ ଧୀରେ ରୋଜଗାର ବଢାଇବା ଶିଖିଯିବେ ଓ ଲୋକ ଆପଣଙ୍କୁ ଜାଣିବେ l

Knowledge –

ଯେଉଁମାନଙ୍କର ଏହି କ୍ଷେତ୍ରରେ ଜ୍ଞାନ ନାହିଁ ଆମେ ସେମାନଙ୍କୁ ବିଶେଷ ଟ୍ରେନିଂ ଯୋଗାଇ ଦିଆଯିବ l ଘରେ ରହି ଆପଣ ଏ ବିଷୟରେ ମୋବାଇଲ ମାଧ୍ୟମରେ ପାଇପାରିବେ (zoom video, youtube, facebook, whats app ଆଦିର ଲିଙ୍କ ସହ any time ଫୋନ ସପୋର୍ଟ ଦିଆଯିବ l) 

Place

ଆପଣ ନିଜ ସହରରେ ରହି କାମ ଆରମ୍ଭ କରି ପାରିବେ, ନିଜ ଘରୁ ବା ଦୋକାନରୁ ଆରମ୍ଭ କରିପାରିବେ l କୌଣସି ସିକ୍ୟୁରିଟ ଡ଼ିପୋଜିଟ ନାହିଁ l ଘରୁ ଆରମ୍ଭ କରିପାରିବେ

Investment

ଏକାଥରେ କରି ନପାରିଲେ ରୋଟେସନ କରି, କରିପାରିବେ 25, 30 ହଜାର ରୁ ଆରମ୍ଭ କରି ପାରିବେ l ବଡ଼ ଇନଭେଷ୍ଟମେଣ୍ଟ ପରେ କରି ବଢ଼ାଇ ପାରିବେ l

ଲାଭ କ୍ଷତି –

କ୍ଷତି ବା loss ନାହିଁ, ସବୁ ଦୋକାନ ବନ୍ଦ ଥିଲେ ମଧ୍ୟ ଔଷଧ ଦୋକାନ, ହସ୍ପିଟାଲ ଆଦି, ଖୋଲା ରହୁଛି ତେଣୁ ହେଲଥ କ୍ଷେତ୍ରରେ ବ୍ୟବସାୟ ଡାଉନ ହେବାର ପ୍ରାୟ ନାହିଁ l ଏହାର ଡିମାଣ୍ଡ ବଢ଼ୁଥିବାରୁ  ଓ ସାଧାରଣ ମାର୍କେଟରେ କେହି କମ୍ପିଟିଟର ନଥିବାରୁ Profit  ଅଧିକ ରହୁଛି l ତେଣୁ ଏହାକୁ ଆପଣେଇ ନିଜ ଭାଗ୍ୟ ନିଜେ ଲେଖନ୍ତୁ l ସପୋର୍ଟ ତ ଆମର ରହିବ

ଏଲୋପାଥି ଓ ଆୟୁର୍ବେଦ ର ଫରକ ଜାଣିବା ପାଇଁ ଏହାକୁ ପଢନ୍ତୁ l

ମାନ ସମାନ –

ଏହି  ମେଡ଼ିସିନ ଲାଇନରେ କାମ କଲେ ଆପଣଙ୍କ ସମାନ ବଢ଼ିଯିବ କାରଣ 10/15 ବର୍ଷ ର ରୋଗୀ ଯଦି ଆପଣଙ୍କ ଦ୍ୱାରା ଭଲ ହୋଇଗଲା ସେ ଜୀବନ ସାରା ଆପଣଙ୍କୁ ମନେ ପକାଇବ l

Product – ମନେରଖନ୍ତୁ ମାନ୍ଦା ଅବସ୍ଥାରେ ସବୁ ଜିନିଷ ର ବିକ୍ରି କମିପାରେ କିନ୍ତୁ ମେଡ଼ିସିନ ର ଡିମାଣ୍ଡ ସବୁବେଳେ ରହିବ ତେଣୁ ଭଲ product ସିଲେକସନ କରି ଷ୍ଟାର୍ଟ ଅପ କରିବା ଉଚିତ l ଆମର ଅଧିକାଂଶ ଉତ୍ପାଦ ଆୟୁଷ (AYUSH) ସାର୍ଟିଫିଏଡ଼ ଅଟେ l

Advertisement – ଆପଣ ବିଜନେସ ବଢାଇବାକୁ ଚାହିଁଲେ ଏଥିପାଇଁ ଆପଣଙ୍କୁ ବିଜ୍ଞାପନ ଖର୍ଚ୍ଚ ମଧ୍ୟ ପ୍ରାୟ ନାହିଁ l ଆମ ତରଫରୁ ଏହା କରାଯିବ l ଆପଣ ଅଳ୍ପ ସ୍ୱଳ୍ପ ବ୍ୟାନର, ଲିଫଲେଟ ଅପଣଙ୍କ ଅଞ୍ଚଳରେ କରିପାରିବେ ବା ନିଜ ବୁଦ୍ଧି ଲଗାଇ ଅଧିକ ବଢ଼ାଇପାରିବେ ବା ଆମର ହେଲ୍ପ ନେଇ ପାରିବେ l

ତେଣୁ ଏତେ ସବୁ ଫାଇଦା ସହିତ ଯଦି କାମ କରିବାକୁ ଚାହୁଁଛନ୍ତି ପ୍ରଥମେ ଆମକୁ whats app ରେ ଯୋଗାଯୋଗ କରନ୍ତୁ l ଆମର ଓଡିଶା ର ପ୍ରତ୍ୟେକ  ଛୋଟ ବଡ଼ ସହର ପାଇଁ ଉତ୍ସାହୀ ଯୁବକ ଯୁବତୀ ଆବଶ୍ୟକ l

ନରେନ୍ଦ୍ର ମୋଦିଙ୍କ ଷ୍ଟାର୍ଟ୍ ଅପ୍ ବିଷୟରେ ବକ୍ତବ୍ୟ ଶୁଣନ୍ତୁ –

https://www.youtube.com/watch?v=gZTrITYWgDs&feature=youtu.be

https://www.youtube.com/watch?v=JJ_kMIm_TeQ&feature=youtu.be

ତେଣୁ ଏସବୁକୁ ଆଖି ଆଗରେ ରଖି ସଂସ୍ଥା ଆରମ୍ଭ କରିବା ଉଚିତ ଯେଉଁଥିରେ ଆପଣଙ୍କୁ ଉପରୋକ୍ତ ସମସ୍ତ ସୁବିଧା ମିଳିପାରିବ l

କେଉଁ ମାନଙ୍କ ପାଇଁ ଏହା ଅତି ଆବଶ୍ୟକ

1) ବହୁତ ଲୋକ ଋଣ ନେଇ ପଇସା ସୁଝି ନପାରି ଆତ୍ମହତ୍ୟା କରୁଛନ୍ତି l ତେଣୁ ଅନୁରୋଧ ଭୟଭୀତ ନହୋଇ ଆମ ସହ ବ୍ୟବସାୟ କରିବାର ରାସ୍ତା ବାଛି ନିଅନ୍ତୁ ଓ ଋଣ ମୁକ୍ତ ହୋଇ ଜୀବନ ବଞ୍ଚନ୍ତୁ l ପରିଶ୍ରମ ତ କରିବାକୁ ପଡିବ କିନ୍ତୁ ଏକ ଉଚିତ ରାସ୍ତା ଦରକାର ଯେଉଁଟା ସମସ୍ତେ ପାଉ ନାହାନ୍ତି l

2) କଲେଜ ରୁ ପାସ ଆଉଟ ପିଲା ଚାକିରୀ ପଛରେ ଗୋଡ଼ାଇ ଗୋଡ଼ାଇ ଯେତିକି ସମୟ ନଷ୍ଟ କରୁଛନ୍ତି ଯଦି ସେତିକି ବର୍ଷ ଏଠାରେ ମନଦେଇ ପୁରୁଷାର୍ଥ କରିଦିଅନ୍ତି ତେବେ 4/5ବର୍ଷ ଭିତରେ ଲକ୍ଷପତି ହେବାରୁ କେହି ଅଟକେଇ ପାରିବେ ନାହିଁ l (ବୟସ 25 ଆବଶ୍ୟକ)

3) ବୟସ୍କ ଲୋକ ଯେଉଁମାନେ ନିଜ ପୁଅ ଝିଅ ମାନଙ୍କ ଉପରେ ନିର୍ଭର ନହୋଇ ସ୍ୱାଭିମାନ ସହ ବଞ୍ଚିବାକୁ ଚାହୁଁଛନ୍ତି ବା କିଛି କାମରେ ଏନଗେଜ ରହି ଲୋକଙ୍କ ସେବାରେ ରହି ରୋଜଗାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଭଲ ସୁଯୋଗ l

4) କର୍ମ କ୍ଷେତ୍ରର ମାନ୍ଦା ଅବସ୍ଥା ବା ଛଟେଇ ଜନିତ ସମସ୍ୟାର ଶିକାର ହୋଇଥିବା ବ୍ୟକ୍ତି ବା ପାଠପଢା ପ୍ରବାସୀ ଓଡ଼ିଆ ଫେରନ୍ତା ଶ୍ରମିକ (ଯେଉଁମାନେ ଓଡ଼ିଶାରେ ରହି କିଛି କରିବାକୁ ଚାହୁଁଛନ୍ତି) ସେମାନଙ୍କ ପାଇଁ ନୂତନ ନିଯୁକ୍ତି ବଡ଼ ସମସ୍ୟା l ଏବେ ଯେଉଁମାନେ ରୋଜଗାର ସମସ୍ୟାରେ ପୀଡିତ ଅଛନ୍ତି ସେମାନେ ମଧ୍ୟ ନିଜ ଭାଗ୍ୟ ନିଜେ ଗଢିବା ପାଇଁ ଆବେଦନ କରନ୍ତୁ କାରଣ ସରକାର ବା ପ୍ରାଇଭେଟ କମ୍ପାନୀ କର୍ମ ନିଯୁକ୍ତି ଯୋଗାଇ ପାରିବେ ନାହିଁ l ତେଣୁ ନିଜର ଷ୍ଟାର୍ଟ ଅପ ବ୍ୟବସାୟ ଆରମ୍ଭ କରନ୍ତୁ ଆମେ ପ୍ରତ୍ୟକ ଷ୍ଟେପରେ ସାହାଯ୍ୟ କରିବୁ l

ଯଦି ଆପଣଙ୍କର ଏହି କାମ ପସନ୍ଦ ଅଛି ଓ କରିବାକୁ ଦୃଢ଼ ମନୋବଳ ବା ଆତ୍ମ ବିଶ୍ୱାସ ଅଛି କିନ୍ତୁ କିଛି ପ୍ରୋବ୍ଲେମ ରହୁଛି ତେବେ ନିଃସଙ୍କୋଚ ରେ whats app ରେ ଜଣାଇ ପାରିବେ l ଆମେ ଯଥା ସମ୍ଭବ ସର୍ଟ ଆଉଟ କରିବାକୁ ଚେଷ୍ଟା କରିବୁ l

Testimony ଅଡିଓ ଶୁଣନ୍ତୁ

Need Help?
Call Now Button