Alternative Cancer Treatment – (Odia)
ଏଲୋପାଥି ରେ କେମୋ ଓ ରେଡ଼ିଏସନ ଛଡା ଅନ୍ୟ କିଛି ଉପାୟ ନାହିଁ l ତେଣୁ ରୋଗୀ ର ଇମ୍ୟୁନିଟି ପାୱାର, ରେଜିଷ୍ଟାନ୍ସ ପାୱାର, (ପ୍ରତିରୋଧ ଶକ୍ତି ) କମି ଯାଉଛି,
ଯେଉଁମାନେ ବହୁତ ପଇସା ଖର୍ଚ୍ଚ କରି ସାରିଲେଣି ବା ଯେଉଁମାନେ ଆୟୁର୍ବେଦ ନେବାକୁ ଚାହୁଁଛନ୍ତି କେବଳ ସେହି ମାନଙ୍କ ପାଇଁ l
କେଉଁମାନେ ଆମର ବ୍ୟବସ୍ଥା ଗ୍ରହଣ କରି ପାରିବେ??
1- ଯେଉଁମାନେ ଅଧିକ ବା କମ ବୟସ ହେତୁ ବା ଅନ୍ୟ କୌଣସି କାରଣର କେମୋ ବା ରେଡ଼ିଏସନ ନେଇ ପାରୁ ନାହାନ୍ତି
2- ଯାହାକୁ ଆଉ କିଛି ଆଶା ନାହିଁ କହି ଡାକ୍ତର ଫେରାଇ ଦେଉଛନ୍ତି l
3- ଯିଏ ଏଲୋପାଥି ଅପରେସନ ପରେ କେମୋ ନ ନେଇ ଭଲ ହେବାକୁ ଚାହୁଁଛନ୍ତି l
4- ଯେଉଁମାନେ କେମୋ ନ ନେଇ ଭଲ ହେବାକୁ ଚାହୁଁଛନ୍ତି ଓ ଏହାର ସାଇଡ ଏଫେକ୍ଟ ରୁ ବଂଚିବାକୁ ଚାହୁଁଛନ୍ତି
(Click Here – Side Effects of Chemotherapy)
5- ଯେଉଁମାନଙ୍କର ଆୟୁର୍ବେଦ ରେ ବିଶ୍ୱାସ ଅଛି ଓ ରୋଗକୁ ମୂଳରୁ ବିନାଶ କରିବାକୁ ଚାହୁଁଛନ୍ତି l
6- ଯିଏ କେମୋ ବା ରେଡ଼ିଏସନ ବା ଅପରେସନ କୁ ଡରୁଛନ୍ତି ବା ଏହାର ସାଇଡ ଏଫେକ୍ଟ ରୁ ବଂଚିବାକୁ ଚାହୁଁଛନ୍ତି l
7- ଯିଏ ଅନ୍ୟଆଡ଼େ ଆୟୁର୍ବେଦ ବା ହୋମିଓପାଥି ଟ୍ରାଏ କରିଛନ୍ତି କିନ୍ତୁ କିଛି ଲାଭ ପାଇନାହାନ୍ତି l
8- ଯାହାର ଏଲୋପାଥି ବା କେମୋ ରେ ଠିକ ହୋଇ ଯାଇଛି କିନ୍ତୁ ଆଗକୁ ଆଉ ନ ବାହାରୁ ସେମିତି ଚାହୁଁଛନ୍ତି l
9- ଯାହାର ରିସେଣ୍ଟ ଡିଟେକ୍ଟ ( ଫାଷ୍ଟ ବା ସେକେଣ୍ଡ ଷ୍ଟେଜ ) ହୋଇଛି ବା ଯିଏ କେମୋ ନେଇ ନେଇ ବିରକ୍ତ ହୋଇଗଲେଣି l
10- ଯିଏ ପ୍ରିଭେଣ୍ଟିଭ ନେବାକୁ ଚାହୁଁଛନ୍ତି ଯେପରି ରୋଗ ଆଗକୁ ବାହାରିବ ନାହିଁ
11- ଯେଉଁ ରୋଗୀମାନେ ବାରମ୍ବାର ହସ୍ପିଟାଲ ଯାଇ ସମୟ ନଷ୍ଟ ଓ ପଇସା ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି l
ମନେରଖନ୍ତୁ:
1- ଆସିଲାବେଳେ ସବୁ ରିପୋର୍ଟ ଆଣିବେ
2- ରୋଗୀଙ୍କୁ ଆଣିବା ନିହାତି ଦରକାର ନାହିଁ, ତାଙ୍କ ଫୋଟୋ ମୋବାଇଲ ରେ ଉଠାଇ ଆଣିପାରିବେ, ଯେପରିକି ପାଟି ଘା, ଆବୁ, ଫୁଲା, କ୍ଷତ ଆଦି (ଆଣିଲେ ବି ଚଳିବ)
3- ଆପଏଣ୍ଟମେଣ୍ଟ ନେଇ ଫୋନ କରି ଆସିବେ
4- କଲ ୱେଟିଂ ହେଲେ Whats app ମେସେଜ କରିବେ (କଣ କ୍ୟାନ୍ସର, କେଉଁ ସହର ବା ଜିଲ୍ଲା ରୁ ଲେଖିବେ)
5- 8480103000 ନମ୍ବର ରେ ରିପୋର୍ଟ Whats app କରି ପାରିବେ l
6- Google ମ୍ୟାପ ରେ ଆଡ୍ରେସ ସର୍ଚ୍ଚ କରି ପାରିବେ ବା ଏହି Link ଉପରେ ଟଚ କରନ୍ତୁ
7- ଏଲୋପାଥି ସହିତ ମଧ୍ୟ ଆୟୁର୍ବେଦ ନେଇପାରିବେ, କାରଣ ଏହା ପ୍ରାକୃତିକ ଓ ସାଇଡ ଏଫେକ୍ଟ ନାହିଁ l
8- ଦୟାକରି Whats app ରେ କଲ କରନ୍ତୁ ନାହିଁ, Whats app ରେ କେବଳ ରିପୋର୍ଟ ଓ ଫୋଟୋ ପଠାଇପାରିବେ ଓ ମେସେଜ କରିପାରିବେ l Direct ନମ୍ବରରେ କଲ କରିବାକୁ ଅନୁରୋଧ, ନ ଲାଗିଲେ ରିପୋର୍ଟ ପଠାଇ Reply ପାଇଲା ପରେ ଫୋନ କରନ୍ତୁ l
ଠିକଣା / ଏଡ୍ରେସ
AROGYA ODISHA
(Alternative Cancer Treatment Centre)
ମଧୁବନ, ବାରିପଦା, ମୟୁରଭଞ୍ଜ 757001,
8480103000 (ଅଫିସ)
ସାକ୍ଷାତ ପରାମର୍ଶ –
10am ରୁ 1pm ପ୍ରତିଦିନ)
——————————————
ଏଠାରେ
Stomach, Rectum, Colon, Lungs, Liver, Oral, Cervix, Ovary, Prostate, Breast, Thyroid, Brain Tumor, କ୍ୟାନସର ଆଦି ତଥା ଲିମ୍ଫୋମା, ବ୍ଲଡ଼ କ୍ୟାନସର, (AML, CML, CLL, ALL, MDS) Myeloma ଇତ୍ୟାଦି ବିଭିନ୍ନ ପ୍ରକାର କ୍ୟାନସର ପରାମର୍ଶ କରାଯାଏ
ଆମ ପାଖରେ କ୍ୟାନସର ଚିକିତ୍ସା କଲେ ଫାଇଦା କଣ ?
1) ବାରମ୍ବାର କାମଧନ୍ଦା ଛାଡି ହସ୍ପିଟାଲ ଯିବାକୁ ପଡିବ ନାହିଁ
2) ଘରେ ରହି ଔଷଧ ଓ ଘରୋଇ ଉପଚାର ମାଧ୍ୟମରେ ଚିକିତ୍ସା ସୁବିଧା
3) ଇମ୍ୟୁନିଟି ପାୱାର ବଢିବ ଓ ସାଇଡ ଇଫେକ୍ଟ ହେବ ନାହିଁ
4) ହସ୍ପିଟାଲ ର ଅନ୍ୟାନ୍ୟ ରୋଗୀ ଙ୍କୁ ଦେଖି ଡରିବାର ନାହିଁ,
5) ପୁରୁଣା ରୋଗୀଙ୍କ Result ଦେଖି ସକରାତ୍ମକ ମନୋଭାବ ପାଇବେ
6) ଥରେ ଭଲ ହେଲେ, ଦ୍ୱିତୀୟ ଥର ରୋଗ ବାହାରିବାର ନାହିଁ
7) ରିପୋର୍ଟ what’s app ରେ ପଠାଇ ପରାମର୍ଶ ସୁବିଧା
8) ଟେଲିଫୋନ ମାଧ୍ୟମରେ ମାଗଣାରେ ପରବର୍ତ୍ତୀ ପରାମର୍ଶ
9) ଔଷଧ କୋରିଅର, ପୋଷ୍ଟାଲ ବା ବସ ମାଧ୍ୟମରେ ପଠାଇବା ବ୍ୟବସ୍ଥା
10) କେତକ କ୍ଷେତ୍ରରେ ରୋଗୀକୁ ନ ଆଣିଲେ ମଧ୍ୟ ଚଳିବ
ମନଦେଇ ପଢନ୍ତୁ
———————-
1- ଏଠାରେ ଖାଦ୍ୟ, ନ୍ୟୁଟ୍ରିସନ ଓ ଫୁଲ ଫଳ, ଆଦି ଦ୍ଵାରା ଚିକିତ୍ସା କରାଯାଏ
2- ତେଣୁ ଏଥିରେ ସାଇଡ ଏଫେକ୍ଟ ନଥାଏ, ତେଣୁ ଯେକୌଣସି ଲୋକ ଏହାକୁ ଖାଇପାରିବେ
3- ପ୍ରଥମେ ଯଦି ପାରିବେ ଏହି ନମ୍ବରରେ ରିପୋର୍ଟ ଯଥା MRI, ସିଟ ସ୍କାନ, ଏଣ୍ଡୋସ୍କୋପି, କୋଲନସ୍କୋପି, PET ସ୍କାନ, Ultra Sound, Blood ଆଦି ର ରିପୋର୍ଟ ପଠାନ୍ତୁ, ଆମ ପାଖରୁ କିଛି Reply ଗଲାପରେ ( 24 ଘଣ୍ଟା ଭିତରେ ) ଆପଣ ଅମସହ କଥା ହୋଇପାରିବେ l
4- ଫୋନ କରିବା ସମୟ ଦିନ 10 ଟା ରୁ 2ଟା ଓ ସନ୍ଧ୍ୟା 6 ଟା ରୁ 9 ଟା
5- ଆସିଲା ପୂର୍ବରୁ Whats app ବା ଯୋଗାଯୋଗ କରି ଆସନ୍ତୁ ନହେଲେ ବନ୍ଦ ଥିବ ଯଦି ଏତେ ବାଟରୁ ଆସି ହଇରାଣ ହେବେ l
6- ଯେଉଁମାନେ ପ୍ରଥମ ଥର ଆସୁଛନ୍ତି ସେମାନେ Phone କରି ଆସିବେ l
7- ଯେଉଁମାନଙ୍କ ର (ଆମ) ଫୋନ ଲାଗୁନାହିଁ ସେମାନେ Whats app ବା SMS କରିପାରିବେ
8- ଯେଉଁମାନେ ଆସି ପାରୁ ନାହାନ୍ତି, ସେମାନେ ରିପୋର୍ଟ ପଠାଇଲେ, ସେହି ଅନୁସାରେ medicine ବସ ରେ ପଠାଇବା ବ୍ୟବସ୍ଥା ମଧ୍ୟ ଅଛି l
ଆୟୁର୍ବେଦ 5000 ବର୍ଷର ପୁରୁଣା ଚିକିତ୍ସା ପଦ୍ଧତି l ଏଲୋପାଥି 50 ବର୍ଷର l ଆୟୁର୍ବେଦରେ ରୋଗ ମୂଳରୁ କ୍ଳିଅର ହୋଇପାରେ l ଏଲୋପାଥି ରେ ଟେମ୍ପୋରାରୀ ରେଜଲ୍ଟ ମିଳେ ଓ ବର୍ଷେ ଦୁଇବର୍ଷ ପରେ ପୁଣି ବାହାରେ ଓ ଏଥିରେ ସାଇଡ ଏଫେକ୍ଟ ଥାଏ l ଆୟୁର୍ବେଦ ନେଚୁରାଲ ଅଟେ ଓ ଏଲୋପାଥି କେମିକାଲ l ମଣିଷ ଜନ୍ମ ହେବା ଆଗରୁ ଭଗବାନ ଗଛ ପତ୍ର ଚେର ମୂଳ ଜଡ଼ି ବୁଟି ତିଆରି କରିଥିଲେ l