Ayurveda Treatments

Difference Between Allopathy and Ayurveda –

Difference Between Allopathy and Ayurveda –
  • PublishedFebruary 23, 2024
Spread the love

ଏଲୋପାଥି ଓ ଆୟୁର୍ବେଦ ମଧ୍ୟରେ ପାର୍ଥକ୍ୟ

 AllopathyAyurveda
1100 ବର୍ଷର ଚିକିତ୍ସା ପଦ୍ଧତି5000 ବର୍ଷ ର ଚିକିତ୍ସା ପଦ୍ଧତି
2ଘରୋଇ ଉପଚାର ନାହିଁଘରୋଇ ଉପଚାର ଅଛି
3ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) କମାଏଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବଢାଏ
4ସାଇଡ ଏଫେକ୍ଟ ଥାଏପ୍ରାୟ ନଥାଏ
5ଜୀବନ ସାରା ଔଷଧ ଚାଲିଥାଏରୋଗ ମୂଳରୁ clear ହୋଇପାରେ
6ଲାଇଫ ସ୍ପାନ (ନିରୋଗ ସମୟ) କମିଥାଏବଢିଥାଏ                                     
7କେମିକାଲ ଓ ମନ୍ୟୁଷ କୃତନେଚୁରାଲ ଓ ପ୍ରକୃତି ଦ୍ୱାରା ସୃଷ୍ଟି          
8ଡକ୍ଟର ପରାମର୍ଶ ରେ ନେବାକୁ ପଡେ କାରଣ ନିଜେ ନିଜର ଡକ୍ଟର ହେବା କଷ୍ଟକରକିଛି ଜିନିଷ ନିଜ ପସନ୍ଦରେ ନେଇ ହୁଏ କାରଣ ସାଇଡ ଏଫେକ୍ଟ ନଥାଏ
9ଶୀଘ୍ର କାମ କରେ,  ପୁଣି ପୁଣି ବାହାରୁଥାଏଧୀରେ ଧୀରେ କାମ କରେ, ଆଉ ବାହାରି ନଥାଏ
10ଗୋଟିଏ ରୋଗୀର ହସ୍ପିଟାଲ ଖର୍ଚ୍ଚ ସହ ତାଙ୍କ ଆଟେଣ୍ଡେଟଙ୍କ ରହିବା, ଯିବା  ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଥାଏ lଔଷଧ ଘରେ ରହି ଖାଇବେ, କୁଆଡେ ଯିବା ଆସିବା ରହିବା ଆଦି ଅଯଥା ଖର୍ଚ୍ଚ ରୁ ମୁକ୍ତି ମିଳେ l କେବଳ ଥରେ ଟେଷ୍ଟିଙ୍ଗ ଓ ପରାମର୍ଶ ଦରକାର ହୋଇଥାଏ l
11It Controls and Suppress the disease but doesn’t cureIt Controls and Cures Ex (Diabetes, BP, Joint Pain…)
12Going to Allopathy is like going in AmbulanceGoing to Ayurveda is like going in Ambassador
13Chemical and materialism is the baseNatural and divinity is the base
14Expiry ହେଲେ ସମସ୍ୟା କରେସାଧାରଣତ ସମସ୍ୟା କରେନାହିଁ          
15ଗୋଟେ ରୋଗ କଣ୍ଟ୍ରୋଲ ହେଲେ ଆଉ ୫ଟି ରୋଗ ବାହାରେଗୋଟେ ରୋଗ ପାଇଁ ଖାଇଲେ ଆଉ ୫ଟି ରୋଗ ଭଲ ହୋଇପାରେ

Ayurveda makes life colorful; it is an Asset to human being. It is multi-dimensional.

Allopathy is helpful in Emergency, Critical Surgeries & Acute diseases. So it is popular.

But now a day’s both are needed for balanced life.

କିନ୍ତୁ ଲୋକମାନେ ଆୟୁର୍ବେଦ କୁ ଲାଷ୍ଟ ମୁମେଣ୍ଟ ରେ ଆସନ୍ତି, ଯେତେବେଳେ ସେମାନେ ଏଲୋପାଥି ରେ ଫେଲ ମାରିଥାନ୍ତି, କିନ୍ତୁ ଏହା ଉଚିତ ନୁହେଁ l

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button