Cancer Cancer Remedies

Ashwagandha in Cancer Treatment

Ashwagandha in Cancer Treatment
  • PublishedFebruary 22, 2024
Spread the love

ଅଶ୍ଵଗନ୍ଧାରେ Anti-stress, Antioxidant, ବଥା ଦୂରକରିବା (Analgesic), Anti-Inflammatory, ର ଗୁଣ ମିଳେ l ଏହା ବ୍ରେନ କ୍ୟାନସର, ପ୍ରୋଷ୍ଟେଟ କ୍ୟାନସର, ସ୍କିନ ଓ ବ୍ରେଷ୍ଟ କ୍ୟାନସର ସହିତ ଅନ୍ୟାନ୍ୟ କିଛି କ୍ୟାନସରରେ ପ୍ରଭାବି ପ୍ରମାଣ ହୋଇଛି l

Ashwagandha helps in Cancer

ଏ ଟ୍ୟୁମର କୋଷର ପ୍ରସାର କୁ କମ କରେ ତେଣୁ କ୍ୟାନସର ବଢେ ନାହିଁ l

କେମୋ ରେଡିଏସନ ର ଦୁଷ୍ପ୍ରଭାବ କୁ କମ  କରିଥାଏ l

ଅଶ୍ଵଗନ୍ଧାର ଯୋଗଦାନ

1) Neurodegenerative disease 2) Glioblastoma କଠିନ ବ୍ରେନ ଟ୍ୟୁମର ଅଟେ l ଅପରେସନ, ରେଡ଼ିଓଥେରାପି ଓ କେମୋ ଥେରାପି ଆଦି ବିଭିନ୍ନ ଉପଚାର ପରେ ମଧ୍ୟ ଅଧିକାଂଶ ରୋଗୀ ବର୍ଷେ ଦୁଇ ବର୍ଷ ମଧ୍ୟରେ ଏଥିରେ ମୃତ୍ୟୁବରଣ କରିଥାନ୍ତି l

3) ସ୍ତନ କ୍ୟାନସର (Breast Cancer) ଏଥିରେ ପୀଡିତ 100 ରୋଗୀ ଙ୍କୁ ଅଶ୍ଵଗନ୍ଧା ଦିଅଯାଥିଲା, ଯେଉଁମାନେ ଏହାକୁ ଗ୍ରହଣ କରିଥିଲେ ସେମାନେ ଥକା ଅନୁଭବ କରିନଥିଲେ l

4) ପ୍ରୋଷ୍ଟେଟ (Prostate Cancer)

5) Skin Cancer

ବୈଜ୍ଞାନିକମାନେ ମାନୁଛନ୍ତି ଯେ ଅଶ୍ୱଗନ୍ଧା  କ୍ୟାନସରକୁ ନିୟନ୍ତ୍ରଣ କରିବାରେ ସକ୍ଷମ l ଆୟୁର୍ବେଦ ଅନୁସାରେ ଏହାକୁ ଏକ ଅଦ୍ଭୁତ ଜଡିବୁଟି ରୂପେ ବ୍ୟବହାର କରାଯାଏ ଓ ଏହା ଶରୀରର ପ୍ରତିରକ୍ଷା କ୍ଷମତାର ସୁଧାର କରେ, ତେଣୁ ଏହାକୁ ଆଜିକାଲି କ୍ୟାନସରର ଚିକିତ୍ସା ପାଇଁ ବ୍ୟବହାର କରାଯାଏ l

ଅଶ୍ଵଗନ୍ଧା

Withania somnifera

ଅଶ୍ଵଗନ୍ଧା Anti-stress, Antioxidant,  Analgesic (ବଥା ଦୂର କରେ), Anti-inflammatory, ଓ ପ୍ରତିରକ୍ଷା ବଢାଇବା ଭଳି କାମ କରେ l ଅଶ୍ଵଗନ୍ଧା ରେ ଥିବା Withaferin A, ନାମକ ତତ୍ତ୍ୱ ବ୍ରେନ ଟ୍ୟୁମର କୋଷିକା କୁ ନଷ୍ଟ କରିବାରେ ବହୁତ ବଡ଼ ଭୂମିକା ନେଇଥାଏ l

2008 ରେ ଅଶ୍ଵଗନ୍ଧା ଜଣାପଡିଲା ଯେ ଏହାର ପତ୍ରର ରସ ଅସ୍ଥି, ସ୍ତନ, ଲଙ୍ଗସ, ରେକ୍ଟମ, ଚର୍ମ, ଗଳା, ଫାଇବ୍ରୋସାରକୋମା, ପାନକ୍ରିୟାଜ, ବ୍ରେନ, କ୍ୟାନସର କୋଷିକାକୁ ନଷ୍ଟ କରିପାରେ l

ଅଶ୍ଵଗନ୍ଧା ଏକ ରେଡ଼ିଓସେନସିଟାଇଜର (ଯେଉଁ ଔଷଧ ଟ୍ୟୁମର କୋଷକୁ ରେଡ଼ିଏସନ ଥେରାପି ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ ) ଓ କେମୋଥେରେପ୍ୟୁଟିକ (ଶୀଘ୍ର ବଢୁଥିବା କ୍ୟାନସର କୋଷକୁ ନଷ୍ଟ କରୁଥିବା ଔଷଧ ) ରୂପରେ କାମ କରିଥାଏ l

ଏହା

ମସ୍ତିଷ୍କ କ୍ୟାନସର (Brain Cancer)

Neurodegenarative disaese,

Glioblastoma (ଗ୍ଲିଓବ୍ଲାଷ୍ଟୋମା),

Breast Cancer,

Prostate Cancer,

Skin Cancer, ଆଦିର ଚିକିତ୍ସାରେ ବହୁଳ ପ୍ରୟୋଗ ହୋଇଥାଏ l

Benefits of Ashwagandha for Cancer Treatment

  • Ashwagandha kills cancer cells
  • It also acts as a radiosensitizer and as a Chemotherapeutic agent
  • It is antitumor herb
  • It controls or stop the growth of tumors & Cancer cells
  • It Build immunity during chemotherapy treatment
  • It  is a serious anticancer agent
Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button