Ashwagandha in Cancer Treatment
ଅଶ୍ଵଗନ୍ଧାରେ Anti-stress, Antioxidant, ବଥା ଦୂରକରିବା (Analgesic), Anti-Inflammatory, ର ଗୁଣ ମିଳେ l ଏହା ବ୍ରେନ କ୍ୟାନସର, ପ୍ରୋଷ୍ଟେଟ କ୍ୟାନସର, ସ୍କିନ ଓ ବ୍ରେଷ୍ଟ କ୍ୟାନସର ସହିତ ଅନ୍ୟାନ୍ୟ କିଛି କ୍ୟାନସରରେ ପ୍ରଭାବି ପ୍ରମାଣ ହୋଇଛି l
Ashwagandha helps in Cancer
ଏ ଟ୍ୟୁମର କୋଷର ପ୍ରସାର କୁ କମ କରେ ତେଣୁ କ୍ୟାନସର ବଢେ ନାହିଁ l
କେମୋ ରେଡିଏସନ ର ଦୁଷ୍ପ୍ରଭାବ କୁ କମ କରିଥାଏ l
ଅଶ୍ଵଗନ୍ଧାର ଯୋଗଦାନ
1) Neurodegenerative disease 2) Glioblastoma କଠିନ ବ୍ରେନ ଟ୍ୟୁମର ଅଟେ l ଅପରେସନ, ରେଡ଼ିଓଥେରାପି ଓ କେମୋ ଥେରାପି ଆଦି ବିଭିନ୍ନ ଉପଚାର ପରେ ମଧ୍ୟ ଅଧିକାଂଶ ରୋଗୀ ବର୍ଷେ ଦୁଇ ବର୍ଷ ମଧ୍ୟରେ ଏଥିରେ ମୃତ୍ୟୁବରଣ କରିଥାନ୍ତି l
3) ସ୍ତନ କ୍ୟାନସର (Breast Cancer) ଏଥିରେ ପୀଡିତ 100 ରୋଗୀ ଙ୍କୁ ଅଶ୍ଵଗନ୍ଧା ଦିଅଯାଥିଲା, ଯେଉଁମାନେ ଏହାକୁ ଗ୍ରହଣ କରିଥିଲେ ସେମାନେ ଥକା ଅନୁଭବ କରିନଥିଲେ l
4) ପ୍ରୋଷ୍ଟେଟ (Prostate Cancer)
5) Skin Cancer
ବୈଜ୍ଞାନିକମାନେ ମାନୁଛନ୍ତି ଯେ ଅଶ୍ୱଗନ୍ଧା କ୍ୟାନସରକୁ ନିୟନ୍ତ୍ରଣ କରିବାରେ ସକ୍ଷମ l ଆୟୁର୍ବେଦ ଅନୁସାରେ ଏହାକୁ ଏକ ଅଦ୍ଭୁତ ଜଡିବୁଟି ରୂପେ ବ୍ୟବହାର କରାଯାଏ ଓ ଏହା ଶରୀରର ପ୍ରତିରକ୍ଷା କ୍ଷମତାର ସୁଧାର କରେ, ତେଣୁ ଏହାକୁ ଆଜିକାଲି କ୍ୟାନସରର ଚିକିତ୍ସା ପାଇଁ ବ୍ୟବହାର କରାଯାଏ l
ଅଶ୍ଵଗନ୍ଧା
Withania somnifera
ଅଶ୍ଵଗନ୍ଧା Anti-stress, Antioxidant, Analgesic (ବଥା ଦୂର କରେ), Anti-inflammatory, ଓ ପ୍ରତିରକ୍ଷା ବଢାଇବା ଭଳି କାମ କରେ l ଅଶ୍ଵଗନ୍ଧା ରେ ଥିବା Withaferin A, ନାମକ ତତ୍ତ୍ୱ ବ୍ରେନ ଟ୍ୟୁମର କୋଷିକା କୁ ନଷ୍ଟ କରିବାରେ ବହୁତ ବଡ଼ ଭୂମିକା ନେଇଥାଏ l
2008 ରେ ଅଶ୍ଵଗନ୍ଧା ଜଣାପଡିଲା ଯେ ଏହାର ପତ୍ରର ରସ ଅସ୍ଥି, ସ୍ତନ, ଲଙ୍ଗସ, ରେକ୍ଟମ, ଚର୍ମ, ଗଳା, ଫାଇବ୍ରୋସାରକୋମା, ପାନକ୍ରିୟାଜ, ବ୍ରେନ, କ୍ୟାନସର କୋଷିକାକୁ ନଷ୍ଟ କରିପାରେ l
ଅଶ୍ଵଗନ୍ଧା ଏକ ରେଡ଼ିଓସେନସିଟାଇଜର (ଯେଉଁ ଔଷଧ ଟ୍ୟୁମର କୋଷକୁ ରେଡ଼ିଏସନ ଥେରାପି ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ ) ଓ କେମୋଥେରେପ୍ୟୁଟିକ (ଶୀଘ୍ର ବଢୁଥିବା କ୍ୟାନସର କୋଷକୁ ନଷ୍ଟ କରୁଥିବା ଔଷଧ ) ରୂପରେ କାମ କରିଥାଏ l
ଏହା
ମସ୍ତିଷ୍କ କ୍ୟାନସର (Brain Cancer)
Neurodegenarative disaese,
Glioblastoma (ଗ୍ଲିଓବ୍ଲାଷ୍ଟୋମା),
Breast Cancer,
Prostate Cancer,
Skin Cancer, ଆଦିର ଚିକିତ୍ସାରେ ବହୁଳ ପ୍ରୟୋଗ ହୋଇଥାଏ l
Benefits of Ashwagandha for Cancer Treatment
- Ashwagandha kills cancer cells
- It also acts as a radiosensitizer and as a Chemotherapeutic agent
- It is antitumor herb
- It controls or stop the growth of tumors & Cancer cells
- It Build immunity during chemotherapy treatment
- It is a serious anticancer agent