
Anemia ରକ୍ତ ହୀନତା –
ରକ୍ତରେ ରେଡ ବ୍ଲଡ଼ ସେଲ ବା ହିମୋଗ୍ଲୋବିନ ଅଭାବରୁ ଏନିମିଆ ହୋଇଥାଏ l ଏହା ସାଧାରଣତ ମୁଖ୍ୟ
ରକ୍ତ ରୋଗ ଅଟେ ଯାହା ଅଧିକାଂଶ ଲୋକଙ୍କୁ ହୋଇଥାଏ l ସ୍ତ୍ରୀ ଲୋକ ମାନଙ୍କୁ ବେଶୀ ପ୍ରଭାବ
ପକାଇଥାଏ l
Types of Anemia
ବିଭିନ୍ନ ପ୍ରକାର ଏନିମିଆ ସାଧାରଣତଃ ଏହିପରି –
 Sickle Cell Anemia
 Iron Deficiency Anemia
 Vitamin Deficiency Anemia
 Aplastic Anemia
 Thalassemia
 Hemolytic Anemia
ଇତ୍ୟାଦି…
ଏହାକୁ ଆୟୁର୍ବେଦ ରେ ପାଣ୍ଡୁ ରୋଗ ବୋଲି କୁହାଯାଏ
Remedies for all types of anemia…
ଆୟୁର୍ବେଦିକ ଦୃଷ୍ଟି କୋଣରୁ ଏହି ରୋଗ ପିତ୍ତର ଅସନ୍ତୁଳନ କାରଣରୁ ହୋଇଥାଏ l
ଏଥିପାଇଁ କେତକ ଔଷଧ ବଜାରରେ ମିଳେ ଯଥା
ଚନ୍ଦ୍ରପ୍ରଭା ବଟୀ – 00/00 AF
ପୁନର୍ଣ୍ଣଭା ମଣ୍ଡୁର – 00/00 AF
ଆରୋଗ୍ୟ ବର୍ଦ୍ଧିନୀ ବଟୀ – 00/00 AF
ଗହମ ଘାସ ରସ
ଇତ୍ୟାଦି…
ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗ୍ରହଣ କରିବେ
ସବିଶେଷ ଉପଚାର ଓ ଡାଏଟ ଚାର୍ଟ ପାଇଁ ଯୋଗାଯୋଗ କରନ୍ତୁ l
କେତକ ଘରୋଇ ଉପଚାର
ହିମୋଗ୍ଲୋବିନ ବଢାଇବାକୁ
1) ଆଇରନ ଜାତୀୟ ଖାଦ୍ୟ ଯଥା ମସୁର, ବିନସ, ପତ୍ରପରିବା ଯଥା ପାଳଙ୍ଗ ଆଦି ଖାଆନ୍ତୁ କାରଣ
ହିମୋଗ୍ଲୋବିନ ସାଧାରଣତଃ ଆଇରନ ଅଭାବରୁ କମିଥାଏ l
2) ଭିଟାମିନ C ଜାତୀୟ ଖାଦ୍ୟ ଯଥା kiwi, ଲେମ୍ବୁ ଓ କମଳା ଜାତୀୟ ଖାଦ୍ୟ, ବ୍ରାକୋଲି, ଟମାଟୋ,
ଖାଆନ୍ତୁ
3) ଫଲିକ ଏସିଡ – ପତ୍ର ପରିବା, Citrus ଫଳ, ମଟର, ବିନସ,
4) ହର୍ବ – ତୁଳସୀ, ପୁଦିନା, ତେଜପତ୍ର ଇତ୍ୟାଦି…
5) ମୁଳା ପତ୍ର ୫୦ ଗ୍ରାମ୍ କୁ ରସ ବାହାର କରି + କଳା ଲୁଣ + ଲେମ୍ବୂ ରସ = ଖାଲି ପେଟରେ ପିଇବ
Avoid
ଅଧିକ କ୍ୟାଲସିୟମ ଖାଦ୍ୟ ଯଥା ଛେନା, କ୍ଷୀର, ଅଧିକ ଫାଇବର, ଚାହା, କଫି, ଗ୍ଲୁଟେନ ଥିବା ଖାଦ୍ୟ ଯଥା
ବ୍ରେଡ, ଗହମ ଉତ୍ପାଦ, ପାସ୍ତା ଇତ୍ୟାଦି..
ପ୍ଲେଟେଲେଟ୍ ବଢିବାକୁ : ସିଙ୍ଗଡାହାର ପତ୍ର ୧୦+ ଗୋଲମରିଚ ୮+ ୨ ଗ୍ଲାସ୍ ପାଣି ମିଶାଇ ଫୁଟାଇ,
ସିମ୍ କର, ଫୁଟି ଅଧା ହେଲେ, ଥଣ୍ଡା କରି ପ୍ରତି ଅଧ ଘଣ୍ଟାରେ ଢୁକେ ଲେଖା ପିଆନ୍ତୁ , ଅମୃତ ଭଣ୍ଡା
ପତ୍ର ମଧ୍ୟ ସେବନୀୟ
କଣ ଖାଇବେ : – ପପେୟା ଓ ପତ୍ରରସ, ଲେମ୍ବୁରସ, ବୋଇତାଳୁ ମଞ୍ଜି, ଆମଲା, ବିଟ୍ ରୁଟ୍ ରସ, ଗହମ
ଘାସରସ, ଆଲୋଭେରା, ପାଳଙ୍ଗରସ, ଭିଟାମିନ୍ B12, C
ଥାଲାସେମିଆ:- ବାରମ୍ବାର ରକ୍ତ ନେବା
ଡାଳିମ୍ବ ରସ, ଭିଟାମିନ୍ C, ଶାଲଗମ ରସ, ଏଲୋଭେରା ରସ, ଗିଲୟରସ, ଗହମଘାସ ରସ ଖାଇଲେ ଭଲ
ହେମୋଫିଲିଆ:- ରକ୍ତ ନଶୁଖି ବହି ଚାଲିବା
କ୍ୟାଲସିୟମ୍ Ca- କ୍ଷୀର, ଦହି, ପନିର୍, ଖଜୁରୀ, କିସମିସ୍, ସିତାଫଳ, ଭିଟାମିନ୍ C ଜାତୀୟ ଖଦ୍ୟ – ଆମଲା,
କମଳା, ମୌସୁମୀ, ପପେୟା, ବିଟ୍, ପିଜୁଳି, ବନ୍ଧା, ବଥୁଆ, ଟମାଟୋ, ପରିବା, ଷ୍ଟ୍ରବେରି, ଫଳ,
B3(niacin)- ମାଛ, ଡାଲି, ବାଦାମ, K- ଶାଗ, ଗ୍ରିନ୍ ଟି, ଆଳୁ, କୋବି ଆଦି ଖାଇବେ
ବିଶେଷ – ଏସ୍ପିରିନ୍ ଖାଇବନାହିଁ, ବରଫ ମାରିବ
ସବିଶେଷ ଉପଚାର ଓ ଡାଏଟ ଚାର୍ଟ ପାଇଁ ଯୋଗାଯୋଗ କରନ୍ତୁ l
 
													 
						 
						 
						 
						 
				 
				