Cancer Cancer Remedies

Cannabis in Cancer

Cannabis in Cancer
  • PublishedFebruary 22, 2024
Spread the love

Marijuana

National Cancer Institute quietly Confirms କ୍ୟାନସର କୁ ମୂଳରୁ ଶେଷ କରିପାରିବ ଏ ଗଛ

ଆୟୁର୍ବେଦରେ ଏହା ଏପରି ଏକ ଗଛ ଯାହାର ଗୁଣ ଅମୃତ ପରି,  କିନ୍ତୁ ଅଜ୍ଞାନ ଓ ପ୍ରଚଳିତ ଭ୍ରାନ୍ତ ଧାରଣା ପାଇଁ ଏହି ଗଛକୁ ବହୁତ ଅବହେଳିତ କରାଯାଇଛି l କିନ୍ତୁ ବିଦେଶରେ ତଥା ଆମେରିକା ପରି ଦେଶରେ ଏହି ଗଛ କ୍ୟାନସର ପାଇଁ ବିଲିଅନ ଡଲାର ର ମାର୍କେଟ ନେଇଛି ଓ ପେଟେଣ୍ଟ ହୋଇସାରିଛି ଯାହାର ପେଟେଣ୍ଟ  ନମ୍ବର 6630507 ଅଟେ l କିନ୍ତୁ ଦୁର୍ଭାଗ୍ୟ  ଏହି ଗଛର ଔଷଧୀୟ ଗୁଣ ଭାରତର  ଆୟୁର୍ବେଦ ଗ୍ରନ୍ଥରେ ଲେଖାଅଛି l

Benefits of Cannabis in Cancer

ଏହାର ବିଭିନ୍ନ ନାମ – କେନାବିସ ଇଣ୍ଡିକା, ଇଣ୍ଡିଆନ ହେମ୍ପ, ମାରିଜୁଆନା,

କେନାବିସ ମୁଖ୍ୟତଃ କେନାବିସ ସାଟିଭା ନାମକ ଗଛରୁ ମିଳେ, ଏହାର ପତ୍ର, ଫଳ, ମଞ୍ଜି, ଫୁଲ ଆଦିରୁ ବିଭିନ୍ନ ପ୍ରକାର ରସାୟନ ମିଳେ ଯେଉଁଥିରୁ ଔଷଧ ତିଆରି  ହୁଏ l ଏହି ଗଛରୁ ଫାଇବର, ତେଲ, ଔଷଧ ମିଳିବା ସହ ନାରକୋଟିକ ପଦାର୍ଥ (ମାଦକଦ୍ରବ୍ୟ) ଯେପରିକି ଚରସ, ଭାଙ୍ଗ, ଗାଞ୍ଜା, ଆଦି ମିଳିଥାଏ l ଏହାର ଚାଷ ପାଇଁ ସରକାରଙ୍କ ଠାରୁ ଅନୁମତି ନେବାକୁ  ପଡ଼ି଼ଥାଏ l

National Cancer Institute ମଧ୍ୟ ନିଜର ରିସର୍ଚ୍ଚ ରେ ମାନିଛି କି ଏହି ଗଛ କ୍ୟାନସର କୁ ମୂଳରୁ ବିନାଶ କରିପାରେ ଓ ଏହା କେବଳ କ୍ୟାନସର କୋଷିକା କୁ ନଷ୍ଟ କରେ କିନ୍ତୁ ଅନ୍ୟାନ୍ୟ କୋଷ ଉପରେ ଏହାର କୌଣସି ପ୍ରଭାବ ପଡେ ନାହିଁ l କିନ୍ତୁ କୌଣସି ସରକାରୀ ଏଜେନ୍ସୀ ବା କୌଣସି ଗଣମାଧ୍ୟମ ଏହା ଉପରେ ଧ୍ୟାନ ଦେଉନାହାନ୍ତି କି ଏହାକୁ ପବ୍ଲିଶ ନକରି ଦବାଇ ଦେଉଛନ୍ତି l

ଏହାର ଗୁଣ

1) କ୍ୟାନସର କୋଷର ବିକାଶରେ ତିଆରି ହେଉଥିବା ରକ୍ତବାହିନୀକୁ ସୃଷ୍ଟି କରିବାକୁ ଦିଏ ନାହିଁ ଯାହାଫଳରେ ସେଗୁଡିକୁ ପୋଷଣ ମିଳେ ନାହିଁ ଓ ସେମାନେ ନଷ୍ଟ ହେବା ଆରମ୍ଭ କରନ୍ତି l

2) କ୍ୟାନସର କୋଷିକାର metastasis (ମେଟାଷ୍ଟାସିସ୍ = ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗ କୁ ବ୍ୟାପିବା ପ୍ରକ୍ରିୟା) କୁ ରୋକିଦେଇଥାଏ l

3) କ୍ୟାନସର କୋଷିକାକୁ ନଷ୍ଟ କରେ ଓ ବଢିବାକୁ ଦିଏ ନାହିଁ l

4) ଯେଉଁ କ୍ୟାନସର ରୋଗୀଙ୍କୁ ମୁଖ୍ୟତଃ ଭୋକ ନ ଲାଗିଥାଏ CBDs ସେମାନଙ୍କର ଭୋକ ବଢ଼ାଇ ଥାଏ, ଯାହାଦ୍ୱାରା ସେମାଙ୍କୁ କମଜୋରି ଆସି ନଥାଏ ଓ ବେମାରୀ ସହ ଲଢ଼ିବାର ସାହସ ମିଳିଥାଏ l

5) କ୍ୟାନସର ରୋଗୀଙ୍କୁ ବଥା ବେଶୀ ହୋଇଥାଏ, ତେଣୁ CBDs ତାଙ୍କ ପାଇଁ ଲାଭ ଦାୟକ ହୋଇଥାଏ l ଆପଣ ଆଶ୍ଚର୍ଯ୍ୟ ହେବେ ସ୍ପାଇନାଲ କର୍ଡ଼ ଓ ନର୍ଭ (ସ୍ନାୟୁ) ରେ CBDs ରିସେପ୍ଟର ମିଳେ, ଯେଉଁଠି CBDs ଯାଇ ଯୋଡିହୋଇଥାଏ ଓ ବଥା କମେଇବା ସହ ଅନ୍ୟାନ୍ୟ କାମ ବି କରିଥାଏ l

ଏ ସବୁ ଉପରୋକ୍ତ ଲେଖା ଜ୍ଞାନବର୍ଦ୍ଧନ ପାଇଁ ଉପଯୋଗୀ l କୌଣସି ଔଷଧ ର ଆରମ୍ଭ କରିବା ବା ବନ୍ଦ କରିବା ଆଗରୁ ନିଜର ଡାକ୍ତରଙ୍କ ପରାମର୍ଶ ନେବେ ବା ନିଜ ବିବେକ ଲଗେଇବେ l

ମୁଖ୍ୟତଃ 20 ପ୍ରକାର କ୍ୟାନସର ପାଇଁ ଏହା ରାମବାଣ ଅଟେ ଯଥା – କୋଲନ କ୍ୟାନସର, ଲିଭର କ୍ୟାନସର, ବ୍ରେଷ୍ଟ କ୍ୟାନସର ଇତ୍ୟାଦି…

AIDS – http://hivatis.org/cbd-a-promising-aid-for-hiv-patients/

Why marijuana banned in India?  https://youtu.be/IgicVQTX86s

Importance of Cannabis in Indiahttps://youtu.be/mLRPqHiuRTk

https://www.medicalnewstoday.com/articles/318706   apple seed

https://cannabisindustryjournal.com/feature_article/indias-cannabis-market-examining-regulatory-frameworks-then-now/amp/    cannabis

https://youtu.be/mLRPqHiuRTk  priyamishra medicinal use of ganja

https://youtu.be/IgicVQTX86s  cannabis Banned why?

https://www.ncbi.nlm.nih.gov/pmc/articles/PMC5697473/    Moringa root

 https://youtu.be/cnKMea6Fwo4   Periwinkle

Leading Causes of Death

https://www.cdc.gov/nchs/fastats/leading-causes-of-death.htm

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button