Ayurveda Diseases Kidney Product

ଏହି ଆୟୁର୍ବେଦିକ ଔଷଧ କିଡନୀ ରୋଗର ବ୍ରହ୍ମାସ୍ତ୍ର !

ଏହି ଆୟୁର୍ବେଦିକ ଔଷଧ କିଡନୀ ରୋଗର ବ୍ରହ୍ମାସ୍ତ୍ର !
  • PublishedFebruary 24, 2024
Spread the love

ଯେଉଁ ମାନଙ୍କର ଡାଏଲିସସ ଚାଲିଛି ବା ଯାହାଙ୍କର କିଡନୀ ଫେଲ ହେବାର ଲକ୍ଷଣ ଦେଖାଗଲାଣି ବା କୌଣସି ପ୍ରକାର କିଡନୀ ସମସ୍ୟା  ଯେପରିକି Acute Kidney Disease,  Glomerulo-Nephrtis,  Nephrotic Syndrome,  Chronic Kidney Disease ବା CKD (Renal Failure), Recurrent UTI, ଆଦି ସମସ୍ୟା ଅଛି ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ l ଏହା ଆପଣଙ୍କ  କିଡ଼ନୀ କୁ ଏକ ନୂଆ ଜୀବନ ଦେଇପାରେ l ଏଥିରେ ଗୋଖୁରୁ, ପୁନର୍ଣ୍ଣଭା, ଆଦି 9 /10 ପ୍ରକାର ଜିନିଷ ମିଶିଛି ଯାହା କିଡନୀ କୁ ସୁଚାରୁ ରୂପେ କାମ କରେଇ ଥାଏ l

କିପରି ବ୍ୟବହାର କରିବେ / How to use

  • ସକାଳ ଖାଲି  ପେଟରେ (Toilet ପରେ ),  ଦିପହରେ ଖାଇବାର ଘଣ୍ଟେ ପରେ, ରାତିରେ ଶୋଇବା ସମୟରେ ଖାଇବେ l
  • ସୁସ୍ଥ ବ୍ୟକ୍ତି ଦିନକୁ 5 – 10 ml, କରି ତିନିଥର, 1 କପ ପାଣି ସହିତ
  • ଯାହାର ଡାଏଲିସସ ଚାଲିଛି ବା କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ କୁହାଯାଇଛି ତାଙ୍କୁ 30 ରୁ  40 ml କରି ଦିନକୁ 3ଥର ନେବାକୁ ପଡେ  l

ଏଥିରେ କଣ କଣ ମିଶିଛି

Pashanbhed-churna:  Pashanbheda means Breaking up stones. As shown in Ayurveda the most important Herbal medicine it is Pashanbhed is a herb which can wash away stones.

Gokshuradi Guggulu: This helps a healthy flow of urine. It reduces the problems of urinary tract. It also helps to strengthen the reproductive system and helps to control the bed wetting problem in children.

Chandraprabha: Chandra refers to moon. This is as calming and effective as the aura of moon. It helps to relieve constipation, bloating, abdominal colic pain & low back pain.

Hajrul Yahood Bhasma: It is used in the treatment of difficulty in urination, calculi

Apamarga:  Excellent diuretic. Useful in dysuria, urinary retention, water retention and urinary stones.

Yavakshara: Used in treating urinary diseases, abdominal pain, bloating etc.

Ashmariharkashay: used in the treatment of urinary calculi and pain arising due to it.

Palash(beej/flower): It is used in the treatment of worm infestation.

Varun

Kulthi

Kuth -Panchang

Giloy

Molisar

  • It is best for kidney stones to reduce its size, breaks and dissolves it.
  • It helps to maintain free flow of urine in any retention of urine.
  • It is good in reducing the burning sensation during urination as it alkalizes urine.
  • Reduces itching and infection in Urinary Tract.
  • It gives tone to urinary bladder and urinary muscles thus useful in dribbling urination bed wetting.
  • It boosts immunity of kidney and prevents infection.
  • Acts as a strong antioxidant for kidney system.
  1. Acts as a strong antioxidant for kidney system.
  2. It is used to reduce the burning sensation in urination as it alkalizes urine.
  3. It helps to maintain free flow of urine in any retention of urine.
  4. Reduces itching and infection in Urinary Tract.

ଏହା ସହିତ ଅନ୍ୟାନ୍ୟ ଔଷଧ ଓ ଡାଏଟ ଚାର୍ଟ ନେଲେ ଭଲ ଫଳ ମିଳିଥାଏ, ଏଥିପାଇଁ ପରାମର୍ଶ କରିପାରିବେ

ଏବେ ପ୍ରାଥମିକ ଔଷଧ ଆରମ୍ଭ କରିବା ପାଇଁ ତଳ ନମ୍ବରରେ ଯୋଗାଯୋଗ କରିପାରିବେ

9692801437

ଯଦି ଉପର ନମ୍ବରରେ ଅସୁବିଧା ହୁଏ ତେବେ ଆମକୁ ସିଧା ସଳଖ ଯୋଗାଯୋଗ କରନ୍ତୁ

ଅନ୍ୟାନ୍ୟ ସହରରେ ଏହାକୁ ଉପଲବ୍ଧ କରାଇବା ପାଇଁ ଆମ ସହ ଯୋଗାଯୋଗ କରନ୍ତୁ I

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button