Acidity Diseases Liver

Liver Problem and Solution

Liver Problem and Solution
  • PublishedFebruary 28, 2024
Spread the love

ଲିଭରର ସବୁ ପ୍ରକାର ସମସ୍ୟାର ସମାଧାନ –

ଲିଭର ଶରୀରର ସବୁଠାରୁ ବଡ଼ ଅଙ୍ଗ

ଲିଭର ର  କାମ

ପିତ୍ତ (Bile) ତିଆରି କରିବା, ବିଷାକ୍ତ ଦ୍ରବ୍ୟକୁ ନଷ୍ଟ କରିବା, କାର୍ବୋହାଇଡ୍ରେଟ ଓ ପ୍ରୋଟିନ କୁ ହଜମ କରିବା, ଆଦି 300 ପ୍ରକାର କାର୍ଯ୍ୟ କରିଥାଏ l

ଲିଭର ଯୋଗାସନ କପାଳ ଭାତି, ସୂର୍ଯ୍ୟ ନମସ୍କାର, ଅନୁଲୋମ ବିଲୋମ,

ଲିଭର ଖରାପ ହେବାର କାରଣ

ଅଧିକ ଲୁଣ ଖାଇବା, ମଦ୍ୟ ପାନ,  ହେପାଟାଇଟିସ A, B, C ଭାଇରସ ଦ୍ୱାରା, ଫାଷ୍ଟ ଫୁଡ ଓ ଅତ୍ୟଧିକ ତେଲ ମସଲା ଖାଦ୍ୟ ଖାଇବା, ଇତ୍ୟାଦି…

ଲିଭର ସୁସ୍ଥ ରଖିବା ପାଇଁ ତୁଟୁକା

ମୁଠେ ପୁଦିନା ପତ୍ର,

1/3 କପ ଲେମ୍ବୁ ରସ

1/2କପ କମଳା ରସ

ମହୁ, 1 କପ ପାଣି

ପାଣି ଗରମ କରନ୍ତୁ, ଗରମ ହେଲେ ପୁଦିନା ପତ୍ର ପକାଇ 5 ମିନିଟ ଫୁଟାନ୍ତୁ, ତାପରେ ଏହାକୁ 10 ମିନିଟ ଥଣ୍ଡା ହେବାକୁ ଦିଅନ୍ତୁ, ଏବେ ସେଥିରେ ଲେମ୍ବୁ ରସ, କମଳା ରସ ଓ ମହୁ ପକାଇ ପିଅନ୍ତୁ l କିଛି ଦିନ ପ୍ରୟୋଗ କରନ୍ତୁ,  ଲିଭର ସୁସ୍ଥ ରହିବ l

ଲିଭର ପାଇଁ ଭଲ (ଲିଭର କ୍ୟାନସର ପାଇଁ ମଧ୍ୟ)

ଡାବ ପାଣି

ଘୋଳ ଦହି

ଗଜା ବୁଟ ସକାଳେ

ଗଜା ମେଥି

ଗାଜର ଟମାଟୋ ରସ

କମଳା 2ଟି, ମୌସୁମୀ

କଳା ତୁଳସୀ 25 ପତ୍ର (ଲିଭର୍ କ୍ୟାନସର୍ ପାଇଁ, ଦିନକୁ ଦୁଇଥର)

ହଳଦୀ

ଏଭକାଡୋ ଅଖରୋଟ (ଗ୍ଲୁ ଟାଥିଅନ/ Glutathione)

ଗ୍ରୀନ ଟି (Catechins)

ଅଙ୍ଗୁର (Flavonoid)

ରସୁଣ ( ସଲଫର )

ଅଦା

ପାଳଙ୍ଗ ରସ ୧କପ୍ + ପାଳଙ୍ଗ ରସ ୧ କପ୍ + ଗୋଲମରିଚ (ସପ୍ତାହରେ ୪ ଥର ସକାଳ, ସନ୍ଧ୍ୟା)

ଗୋଲମରିଚ

କାକୁଡି ରସ

ଦଲିଆ, ଫଳ, ପରିବା, ଡାଳିମ୍ବ, ଆଖୁ, ଖାଇଲେ ଭଲ

ଏମିତି ଭୋଜନ କରିବା ଉଚିତ ଯାହା ସହଜ ରେ ହଜମ ହୋଇପାରିବ

ଅଳସି ମଞ୍ଜି

ଭୂମି ଆମଲା

Liver ସଫା କରିବା ପାଇଁ ଉପାୟ – Liver Detoxify

2 କପ ପାଣି =400ml

150 ଗ୍ରାମ କିସମିସ

୧) ଗାଢ଼ ରଙ୍ଗର କିସମିସ ନେବେ ଓ ଧୋଇ ଦେବେ l ପାଣି 400 ml ନେଇ ଫୁଟାଇ ଦିଅନ୍ତୁ l ଗରମ ହୋଇ ଆସିଲେ କିସମିସ ପକାଇ 20 ମିନିଟ ଫୁଟାଇ ଦିଅନ୍ତୁ l କିସମିସ କୁ ପୂରା ରାତି ପାଣିରେ ବତୁରାଈ  ଦେବେ, ପରଦିନ ଭଲସେ ଦଳି ପାଣିକୁ ପିଇଦେବେ l ଖାଇବା 30 ମିନିଟ ଆଗରୁ ପିଇଦେବେ l ସପ୍ତାହରେ ଦୁଇଥର କରି ମାସଟିଏ କରନ୍ତୁ

୨) ଗାଜର + ବିଟ ଜୁସ ପିଇବେ

୩) ରସୁଣ ଖାଇବେ

୪) ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ସକାଳେ ପିଅନ୍ତୁ ଖାଲି ପେଟରେ

୫) ଗ୍ରୀନ ଡାବ ପାଣି ଦିନକୁ 2 ଟା

୬) ପୁନର୍ଣ୍ଣଭା

୭) କମଳା ରସ + ଲେମ୍ବୁ ରସ + ପୁଦିନା ପତ୍ର ୫+ ମହୁ = ଜୁସ୍

୮) ଗ୍ରିନ୍ ଟି

୯) ସବୁଜ ପତ୍ର ପରିବା ଜୁସ (କ୍ଲୋରୋଫିଲ୍ /Chlorophyll)

୧୦) ଆପେଲ୍ / ସେଓ ( Pectin)

ଲିଭର ପାଇଁ

  • ପପେୟା ମାସେ ନିହାତି ଖାଇବେ
  • ଆମଲା ଦିନକୁ 4-5 ଟି
  • ସେଓ କା ସିରକା
  • ଲେମ୍ବୁ + ଗୋଲମରିଚ +କଳା ଲୁଣ + ଶୁଣ୍ଠୀ + ମହୁ
  • ବିଟ୍ ଜୁସ୍
  • ପିଆଜ ଖାଇବେ ଦିନକୁ ଦୁଇଟି (ଲିଭର୍ ସିରୋସିସ୍)
  • ପାଚିଲା ଜାମୁକୋଳି ୨୫୦ ଗ୍ରାମ୍ ପ୍ରତିଦିନ ଖାଲି ପେଟରେ ଯେଉଁ ଋତୁରେ ମିଳିବ

ବିଶେଷ

ରୋଟି ବନ୍ଦ କରିଦେବେ, ଚିନି, ତେଲ ଓ ଘିଅ କମ କରିବେ ବା ନଖାଇଲେ ଭଲ

SGPT / SGOT ସମସ୍ୟାର ସମାଧାନ ପାଇଁ

Steam bath

ଆଖୁରସ

ମୂଳା ରସ

ନଡିଆ/ଡାବ ପାଣି

ପାଳଙ୍ଗ ନାଉ ଜୁସ ଆଦି

ଲେମ୍ବୁ ପାଣି ଦିନକୁ ୪/୫ ଥର

ପିଜୁଳି, ତରଭୁଜ, ଡାଳିମ୍ବ, ମୌସୁମୀ, ସେଓ, ପପେୟା ଫଳ

ପାଳଙ୍ଗ, ବଥୁଆ, ନାଉ, ଆମଲା , ପରିବା ଜୁସ୍

ସାଲାଡ଼, ଗଜାମୁଗ, ବୁଟ

ଗାଜର ରସ ଓ ପାଳଙ୍ଗ ରସ

100 ଗ୍ରାମ ଜାମୁକୋଳି,

ମୁଲେଥି, ଯଷ୍ଟିମଧୁ ପାଣି ପିଇବେ

ସେଓ, କଞ୍ଚା ଆମଲା 4/5 ଟି ଡେଲି,

ଘର ତୁଟୁକା

  • ସୁଖା ଆମଲା ଚୂର୍ଣ୍ଣ 4 ଗ୍ରାମ ଦିନକୁ 3 ଥର  15 ଦିନ ଖାଇବେ ବା ଆମଲା ରସ
  • ପାଚିଲା ଜାମୁକୋଳି 250 ଗ୍ରାମ ପ୍ରତିଦିନ ଖାଲି ପେଟରେ
  • ଘୋଳ ଦହି ରେ ଜିରା ଗୋଲମରିଚ ଲୁଣ  ମିଶାଇ ଦିପହରେ ଖାଇସାରି ପିଇବେ
  • ପିଆଜ ଖାଇବେ ଦିନକୁ 2ଥର
  • ଲେମ୍ବୁ ସରବତ ବିନା ଚିନିରେ ଲୁଣ ମିଶାଇ ପିଇବେ

ଜଣ୍ଡିସ

  • ମୂଳା ପତ୍ର ରସ 50ml 7 ଦିନ ପିଅନ୍ତୁ 10gm ମହୁ ମିଶାଇ
  • ସକାଳେ ଖାଲି ପେଟରେ 2 ଟି କମଳା 7 ଦିନ
  • ଘୋଳ ଦହି 1 ଗ୍ଲାସ ଗୋଲ ମରିଚ ପକାଇ    7 ଦିନ ପିଇବେ
  • 1 କପ ପାଣିରେ 1 ଚାମଚ ଗ୍ଲୁକୋଜ ଦିନକୁ 3 ଥର
  • ପୋଦିନା ରସ ମିଶ୍ରି ସହିତ ମିଶାଇ ସକାଳେ ଖାଆନ୍ତୁ 10 ଦିନ ପର୍ଯ୍ୟନ୍ତ
  • ଧଳା ବୋତଲରେ ଅଧା ବୋତଲ ଉପରେ ପାଣି ପୁରାଇ ଖରାରେ 6/7 ଘଣ୍ଟା ରଖି,  ଥଣ୍ଡା ହେଲା ପରେ ଏହି ପାଣିକୁ ପିଅନ୍ତୁ
  • ବିଟ ରୁଟ ଜୁସ ଡେଲି ପିଅନ୍ତୁ ଖାଇବା ଆଗରୁ
  • ଲିଭର ପାଇଁ ପୁଦିନା, ମହୁ, ଲେମ୍ବୁ, କମଳା ଖାଇବେ
  • ଜଣ୍ଡିସ ରେ ଗ୍ଲୁକୋଜ ଦେଇପାରିବେ
  • ରାତିରେ ଚଣା ବତୁରେଇ ଦିଅନ୍ତୁ, ସକାଳେ  ଗୁଡ଼ ସହ ମିଶାଇ 14 ଦିନ ଖାଆନ୍ତୁ
  • ଶୁଣ୍ଠୀ 10ଗ୍ରାମ ଗୁଡ଼ 10 ଗ୍ରାମ ଭଲ ଭାବେ ମିଶାଇ ଥଣ୍ଡା ପାଣି ସହିତ 14 ଦିନ  ଖାଇବେ
  • 50gm ତାଜା ଆମଲା ରସ ଓ 1 ଚାମଚ ମହୁ ମିଶାଇ ପ୍ରତିଦିନ ସକାଳେ 21 ଦିନ ଖାଇବେ
  • ରସୁଣ,  ପିପିଲ, ପାନ ପତ୍ର, ଖାଇପାରିବେ
  • ଗୋଟେ ପିଆଜକୁ ଛୋଟ ଛୋଟ କରି କାଟି + ଲେମ୍ବୁ + ଗୋଲମରିଚ + କଳା ଲୁଣ ଦିନକୁ ଦୁଇଥର

ଔଷଧ ଖାଇବେ

ଖାଇବେ ନାହିଁ

ମଇଦା, ତେଲିଆ ଜିନିଷ, ରାଗ ମସଲା, ଚା, ଚିନି, ଧଳାଲୁଣ, ଇତ୍ୟାଦି

ପାରାସୀଟାମଲ ବେଶୀ ଖାଇଲେ ଲିଭର ର କ୍ଷତି ହୁଏ

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button