Cancer Cancer result Result

କ୍ୟାନସର ରୂପକ ମୃତ୍ୟୁ ମୁଖରୁ ଫେରି ଆସିଥିବା ଏହି ଲୋକ – ଆୟୁର୍ବେଦର ଚିକିତ୍ସା

କ୍ୟାନସର ରୂପକ ମୃତ୍ୟୁ ମୁଖରୁ ଫେରି ଆସିଥିବା ଏହି ଲୋକ – ଆୟୁର୍ବେଦର ଚିକିତ୍ସା
  • PublishedFebruary 23, 2024
Spread the love

ଜୀବନ ଶେଷ ହେଲା ଭଳି ଲାଗୁଥିଲା – ଏବେ ଆଶା ବାନ୍ଧୁଛି

ଆସନ୍ତୁ କିଛି ପ୍ରମାଣ ଦେଖିବା ଯାହାକୁ ଡକ୍ଟର ସଫା ସଫା ମନା କରିଦେଇଥିଲେ ଯେ ଏହି ରୋଗୀଙ୍କୁ ଘରକୁ ନେଇଯାଇ ସେବା କରନ୍ତୁ l ତାଙ୍କର ଭାଗ୍ୟ କୁହନ୍ତୁ ବା ଈଶ୍ୱର ଆମକୁ ସେବା କରିବାକୁ ସୁଯୋଗ ଦେଇଥାନ୍ତୁ ଯାହା ପରେ ତାଙ୍କର ବହୁତ ପରିବର୍ତ୍ତନ ଆସିଛି l

ଏହି ଚିତ୍ର ଅହମଦାବାଦ ର ବିଜୟ ଭାଇଙ୍କର ଅଟେ  l ସେ  ଯେତେବେଳେ ଦେଖାକଲେ ସେ ଗୋଟେ କେମୋ ନେଇଥିଲେ, କିନ୍ତୁ ତାଙ୍କୁ କିଛି ପରିଣାମ ମିଳିନଥିଲା l ଜୀବନ ଶେଷ ହେଲା ଭଳି ଲାଗୁଥିଲା l ତାଙ୍କୁ ଚା, ଚିନି, ଗହମ, ଚାଉଳ, ଆଦି ବନ୍ଦ କରିଦିଆଗଲା ଓ କେବଳ ଫଳ ଓ ପରିବା ଓ ଜୁସ ଖାଇବାକୁ କୁହାଗଲା ଏବଂ ସାଥିରେ Miracle Roots, Curcumin, Amrit Ras, ଭୁମି ଆମଲା, Flax Seed,  କଲୋଞ୍ଜି ତେଲ , Wheat Grass, ଗୋ ଅମୃତ ଅର୍କ , Allicin, ବେରି, ଦିଆଗଲା l ତାଙ୍କର ଚିକିତ୍ସା ଅହମଦାବାଦ ର ଦିବ୍ୟା ବେନ କରୁଥିଲେ l ଏହି କେସ ବିଷୟରେ ଅଧିକ ଜାଣିବା ପାଇଁ ଆମ ସହ  ଯୋଗାଯୋଗ କରିପାରିବେ l

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button