Cancer Cancer Remedies

Papaya Leaf Can Kill Cancer in 90 days

Papaya Leaf Can Kill Cancer in 90 days
  • PublishedFebruary 22, 2024
Spread the love

ପପେୟା ପତ୍ର 3rd ଓ 4th ଷ୍ଟେଜ କ୍ୟାନସରକୁ 90 ଦିନରେ ଠିକ କରି ପାରେ

ଏବେ କେବଳ ଆପଣ ଜାଣିଛନ୍ତି ଯେ ଏହା  କେବଳ ପ୍ଲେଟଲେଟ ବଢେଇବା ପାଇଁ ବ୍ୟବହାର କରାଯାଏ କିନ୍ତୁ ଆସନ୍ତୁ ଜାଣିବା ଏବେ ଏହା କିପରି କ୍ୟାନସର କୁ ଠିକ କରିପାରେ l ଏହା ଆମର ଶ୍ରୀ ବଲବୀର ସିଂହ ଶେଖାୱତ ଙ୍କର ଗବେଷଣା ଅଟେ l ବିଭିନ୍ନ ପ୍ରକାର ଗବେଷଣାରୁ ଜଣା ଯାଇଛି ଯେ ପପେୟା ଗଛର ଫଳ, ମଞ୍ଜି, ପତ୍ର, ଚେର, ସବୁଥିରେ କ୍ୟାନସର କୋଷିକାକୁ ନଷ୍ଟ କରିବାର ଓ ବୃଦ୍ଧିକୁ ଅଟକେଇବାର କେପାସିଟି ଅଛି I କିନ୍ତୁ ପତ୍ରରେ ଏହା ଅଧିକ ମାତ୍ରାରେ ମିଳେ l ୟୁନିଭର୍ସିଟି ଅଫ ଫ୍ଲୋରିଡ଼ା (2010) ଓ International  Doctors and Researchers from US and Japan ରେ ଗବେଷଣା ରେ ଜଣାପଡିଲା ଯେ ଏହାର ପତ୍ର ପ୍ରାୟ 10 ପ୍ରକାର କ୍ୟାନସରକୁ ନଷ୍ଟ କରିପାରେ l ମାତ୍ରା ବଢିଲେ ଭଲ କାମ କରେ, ଆଉ ଯଦି ନଷ୍ଟ ନ କରିପାରେ ତେଵେ ଏହାକୁ ବଢିବାକୁ ଦିଏ ନାହିଁ l

କ୍ୟାନସର ରେ ସବୁଠୁ ବଢିଆ ଏହାର ପତ୍ରର ଚାହା, ଦିନକୁ 3/4 ଥର ଏହାକୁ ପିଅନ୍ତୁ l

ବିଧି

1) 5 – 7 ଟି ପତ୍ର ଖରାରେ ଭଲ ଭାବେ ଶୁଖାଇ ଦିଅନ୍ତୁ, ତାପରେ ଭାଙ୍ଗି ଡବାରେ ରଖନ୍ତୁ l 500ml ପାଣିରେ କିଛି ଶୁଖା ପତ୍ର ଗୁଣ୍ଡ ପକାଇ ଫୁଟାନ୍ତୁ, ଯେତେବେଳ ଅଧା ହୋଇଯିବ (250ml) ସେତେବେଳେ ଛାଣି 125 ml ହିସାବରେ ଦିନକୁ ଦୁଇଥର ପିଅନ୍ତୁ l ଅଧିକ ବଳିଲେ ଆଉଥରେ ପିଇପାରିବେ l

2) ପପେୟାର ତାଜା ପତ୍ର 5ଟି ନିଅନ୍ତୁ, ହାତରେ ଦଳି 1 ଲିଟର ପାଣିରେ ପକାଇ ଫୁଟାନ୍ତୁ, ଯେତେବେଳ 250ml ହୋଇଯିବ ଏହାକୁ ଛାଣି 125 ml କରି ଦୁଇଥର ସକାଳ ସନ୍ଧ୍ୟା ପିଅନ୍ତୁ, ଦ୍ୱିତୀୟ ଥର ଗରମ କରିବା ଦରକାର ନାହିଁ l

The greatest anti-cancer properties of papaya are concentrated in its leaf extract. According to a research conducted by the journal of Ethno-pharmacology, papaya leaf juice contains certain enzymes that have dramatic cancer fighting properties against a wide range of tumors such as cervix cancer, breast cancer, liver cancer, lung cancer and pancreatic cancer without any toxic effects on the body.  As a result, papaya leaf extract is often recommended as part of chemotherapy in some parts of the world. By regulating the T-cells, papaya leaf extract increases the immune system’s response to cancer.

ଏହି ପ୍ରୟୋଗ ତିନିମାସ ନିହାତି କରନ୍ତୁ l ଏମିତି ତ ଏହା 6 ସପ୍ତାହରେ ରେଜଲ୍ଟ ଦେଖାଇଦେବ l ଏହା ସହିତ କ୍ୟାନସର ଡାଏଟ ଚାର୍ଟ ଅନୁସରଣ ନିହାତି କରନ୍ତୁ l

ପପେୟା ପତ୍ରରେ Papain Enzyme ମିଳେ ଯାହା କ୍ୟାନସର କୋଷ ଉପରେ ଥିବା ପ୍ରୋଟିନ କୋଟିଙ୍ଗ (ଆବରଣ)କୁ ନଷ୍ଟ କରିଦିଏ, ଯାହା ଫଳରେ ସେହି ଫଟା କୋଷ ଗୁଡିକ ଆମର ଇମ୍ୟୁନୋ ସିଷ୍ଟମର ସିଧା ସମ୍ପର୍କରେ ଆସିଯାନ୍ତି ଓ ନଷ୍ଟ ହେବାରେ ଲାଗନ୍ତି l

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button