Advertise Gallery

Treatment Without Medicine – ବିନା ଔଷଧରେ କିପରି ଚିକିତ୍ସା ହୁଏ

Treatment Without Medicine – ବିନା ଔଷଧରେ କିପରି ଚିକିତ୍ସା ହୁଏ
  • PublishedJune 6, 2024
Spread the love

How it is Possible ?

Arogya Odisha – ଆରୋଗ୍ୟ ଓଡିଶା କଣ ଓ ଏହାର ଉଦ୍ଦେଶ୍ୟ କଣ

ଆରୋଗ୍ୟ ମାନେ ଯେମିତି ହେଉ ଆରୋଗ୍ୟ ହେବା ବା ଯେତେ Maximum ପ୍ରତିଶତ ଆରୋଗ୍ୟ ହେବାକୁ ଚେଷ୍ଟା କରିବା | ଆରୋଗ୍ୟ ହେବାର କୌଣସି ସୁଯୋଗ ହାତଛଡା ନ କରିବା | ଯେନ ତେନ ପ୍ରକାରେଣ ସବୁ ପ୍ରକାର କୌଶଳ ଅବଲମ୍ବନ କରି ଆରୋଗ୍ୟ ହେବା ହେଲା ଆରୋଗ୍ୟ ଓଡିଶା ର ଲକ୍ଷ୍ୟ | ଓଡିଶାର ସଂସ୍ଥା ହୋଇଥିବାରୁ ଏହିପରି ଏହାର ନାମ |  କିନ୍ତୁ ଓଡିଶା ବାହାର ଲୋକ ଏଥିରୁ ବେଶୀ ଉପକୃତ ହେଉଛନ୍ତି |

ଆମ ଶରୀର 5 ପ୍ରକାର ତତ୍ତ୍ୱରେ ତିଆରି | ଯେପରି ମାଟି, ପାଣି, ଅଗ୍ନି ( ତାପ ), ବାୟୁ , ଆଲୋକ (ଆକାଶ ) | ଯେପରି ପଞ୍ଚଗବ୍ୟ ଉପଚାର, ପଞ୍ଚକର୍ମ, ତ୍ରିଦୋଷ, ସେହିପରି ଆମେ ପଞ୍ଚ ମହାଭୂତ ଉପଚାର କରିଥାଉ | ଏହା ଏକ Scientific ଓ  Latest Technology ଅଟେ | ଏହାର ସାରାଂଶ  – ଯଦି ଆମ ଶରୀରର ପାଣି, ପବନ, ଖାଦ୍ୟ(ମାଟି),  ଅଗ୍ନି, ଆଦି ତତ୍ତ୍ୱକୁ ଠିକ କରିଦିଆଯାଏ, Chronic ରୋଗ ଠାରୁ ଆମେ ଦୂରେଇଯିବା | କାରଣ ମଣିଷ ଶରୀର ପଞ୍ଚ ମହାଭୂତରେ ତିଆରି |

ଆମ ଦେହର 70% ଜଳକୁ ଠିକ କଲେ ଗ୍ୟାସ, ଏସିଡିଟି, ଡାଇବେଟିସ, ଥାଇରଏଡ, ପେଟ ସମସ୍ୟା, ପାଇଲସ ଆଦି ଠିକ ହେଇପାରିବ | ସେହିପରି ଅଗ୍ନି /ତାପ, ଆଲୋକ, Oxygen Therapy (ଅମ୍ଳଜାନ ଥେରାପି ) ପ୍ରୟୋଗ ବିଭିନ୍ନ ରୋଗ ପାଇଁ କରାଯାଇ ଥାଏ | କିନ୍ତୁ ଏହା ଏକ ଟ୍ରଷ୍ଟ ହୋଇଥିବାରୁ ଏଠାରେ ଆମେ ମାଗଣା ପରାମର୍ଶ କରିଥାଉ |  କିନ୍ତୁ ଯନ୍ତ୍ରପାତି ବା ସରଞ୍ଜାମ ଗୁଡିକୁ ଆପଣଙ୍କୁ ବାହାରୁ କିଣିବାକୁ ପଡିବ |  ଆମେ ଏସବୁ ଥେରାପି/ଯନ୍ତ୍ର କିପରି କାମ କରେ ଓ ପ୍ରୟୋଗ କରାଯାଏ ବୁଝାଇ ଦେବୁ | ଆପଣ ଏହାକୁ ବ୍ୟବହାର କଲେ ଉପଶମ ପାଇବେ | ଏହା ସହିତ ଆୟୁର୍ବେଦ ଔଷଧ ନେଲେ ମଧ୍ୟ ଶୀଘ୍ର ଉପଶମ ହେବ | ଔଷଧ ନ ନେଲେ ମଧ୍ୟ ହେବ କିନ୍ତୁ ଆଉ ଟିକେ ଅଧିକ ସମୟ ଲାଗିବ | ଗୋଟିଏ ଗାଡିର ଚକ ଯେପରି Important, Engine ମଧ୍ୟ ସେହିପରି Important, Light, Petrol ଓ  ଚକରେ ଥିବା ପବନ ମଧ୍ୟ ସେହିପରି Important |  ସେହିପରି ବିନା ଔଷଧ ରେ ଜଳ ଚିକିତ୍ସା (Water Therapy), Oxygen Therapy, Heat/Light Therapy ସବୁ ପ୍ରକାର ତତ୍ତ୍ୱ ଆମକୁ ଅଳ୍ପ ବହୁତ ଦରକାର | ତେବେ ଯାଇ ଶରୀର ରୂପକ ଇଂଜିନ ଠିକ ଭାବରେ ଚାଲିପାରିବ | ଏହାକୁ  କୁହାଯାଏ ପାଞ୍ଚ ପ୍ରକାର ମହାଭୂତ ବା ପଞ୍ଚତତ୍ତ୍ୱ ଚିକିତ୍ସା | ଏହାଦ୍ୱାରା ବିନା ଔଷଧ ରେ ମଧ୍ୟ ରୋଗୀ ଉପକୃତ ହୋଇପାରିବ |

ଏହା ପରେ ବି ଯଦି ରୋଗୀ ଠିକ ନ ହୁଏ ତା ପରେ ସୂକ୍ଷ୍ମ ଶରୀର ତତ୍ତ୍ୱ ଚିକିତ୍ସା ବା ଦେହ ବାହାରୁ ଉପଚାର କରାଯାଇ ପାରିବ, ଯେପରି ମନ୍ତ୍ର ଓ ତନ୍ତ୍ର | ବିନା ଔଷଧ ରେ ଆମେ ଯନ୍ତ୍ର, ମନ୍ତ୍ର ଓ ଶେଷରେ ତନ୍ତ୍ର ର ସାହାଯ୍ୟ ନେଇଥାଉ | କିନ୍ତୁ ଏତେ ବାଟକୁ କଥା ସାଧାରଣତ ଯାଇ ନଥାଏ | Maximum Case ଔଷଧ ଓ ଯନ୍ତ୍ର ମାଧ୍ୟମରେ ଠିକ ହୋଇଯାଇଥାଏ | ମନ୍ତ୍ର ଓ ତନ୍ତ୍ର ପାଖ କୁ କଥା ଯାଇ ନଥାଏ | ମନେ ରଖନ୍ତୁ ଏଠାରେ ତନ୍ତ୍ର ମାନେ  ଗୁଣି ଗାରେଡି ନୁହେଁ, ଏ ତନ୍ତ୍ର ଶିବ ଙ୍କ ର ସୃଷ୍ଟି | ଯେପରି ଆୟୁର୍ବେଦ ର ପିତା ଚରକ, ଭଗବାନ ଧନ୍ଵନ୍ତରୀ ଓ ଅଶ୍ୱିନୀକୁମାର ଋଷି (ଚରକ ସୁଶୃତ ଆଦି), ସେହିପରି ତନ୍ତ୍ରର ପିତା ଗୁରୁ ଶିବଶଙ୍କର ମହାଦେବ, ତେଣୁ ତନ୍ତ୍ର ମାଧ୍ୟମରେ ଆରୋଗ୍ୟ ନହେବାର ପ୍ରଶ୍ନ ଉଠୁ ନାହିଁ |  କିନ୍ତୁ ପ୍ରଥମେ କମ ଖର୍ଚ୍ଚ ରେ ଔଷଧ ଆପଣାନ୍ତୁ, ନହେଲେ ବିନା ଔଷଧ ବା ଯନ୍ତ୍ର ବା ପଞ୍ଚ ମହାଭୂତ ଚିକିତ୍ସା ର ସାହାଯ୍ୟ ନେବେ, ଶେଷରେ ମନ୍ତ୍ର ଓ ତା ପରେ ବି କାମ ନହେଲେ ତନ୍ତ୍ର ର ରାସ୍ତା ଉପଯୋଗ କରାଯିବ | ତେଣୁ ଛାନିଆ ନ ହୋଇ ଧୈର୍ଯ୍ୟ ଧରନ୍ତୁ | Step By Step ଚଲାନ୍ତୁ, ଏହା ଆରୋଗ୍ୟ ଓଡିଶା ର ଲକ୍ଷ୍ୟ | Google ରେ ଚେକ କରନ୍ତୁ Father of Tantra Vigyan is Lord Shiva.

ତେଣୁ ଏହା ଓଡିଶା ର ପ୍ରଥମ କେନ୍ଦ୍ର ଯେଉଁଠି ବା ଯାହା ମାଧ୍ୟମରେ ଆପଣ ସବୁ ସୁବିଧା ପାଇପାରିବେ |  ଆମ Trust କୁ ସାହାଯ୍ୟ କରିବା ପାଇଁ ଏଠାରେ ଦାନ କରନ୍ତୁ |

ଆମେ ପଞ୍ଚଭୂତ ଚିକିତ୍ସା ରେ Water Therapy (ଜଳ ଚିକିତ୍ସା), Oxygen Therapy (ବାୟୁ ଚିକିତ୍ସା ), Terahertz Therapy ( ଆଲୋକ ତରଙ୍ଗ ଚିକିତ୍ସା), Heat (ତାପ ଚିକିତ୍ସା), Earth ( ମାଟି ଚିକିତ୍ସା ),  ଆଦି ପ୍ରୟୋଗ କରିଥାଉ |

ଏହାର ପାଞ୍ଚୋଟି ଉଦାହରଣ ହେଉଛି –

1) (ଅରିଜିନାଲ ) ଗଙ୍ଗା ପାଣି  କୁ ମୁନୀ ଋଷି ମାନେ ସେବନ କରି ସୁସ୍ଥ ନିରୋଗୀ ରହୁଥିଲେ

2) ଅଶ୍ୱତଥ ଗଛ ମୂଳେ ବା ଜଙ୍ଗଲରେ ପ୍ରାକୃତିକ ପବନ ନେଇ ମୁନିଋଷି ବା ପୂର୍ବ ପୁରୁଷ ମାନେ ସୁସ୍ଥ ରହୁଥିଲେ   

3) ମରିଗଲେ ଦେହ ଥଣ୍ଡା ହୋଇଥାଏ,  ତେଣୁ ଦେହକୁ ତାପ ଚିକିତ୍ସା କଲେ କଫ ଦୋଷ ( ବାତ ପିତ୍ତ କଫ ) ଓ ବଥା ଯନ୍ତ୍ରଣା ଦୂର ହୁଏ ଓ Body Active ହୁଏ     

4) ସୂର୍ଯ୍ୟାଲୋକ ମଣିଷ ପାଇଁ ବରଦାନ ବୋଲି Scientist ମାନେବି କହୁଛନ୍ତି ଓ ମୁନି ଋଷି Foreigner ମାନେ ସୂର୍ଯ୍ୟ ସ୍ନାନ କରନ୍ତି, ଗଛ ମଧ୍ୟ ସେଥିରୁ ଶକ୍ତି ପାଇଥାଏ  |

5) ପୂର୍ବେ ଖାଲି ପାଦରେ ଲୋକ ଚାଲୁଥିଲେ ଓ ମାଟି କାଦୁଅରେ ହଳ କରୁଥିଲେ ଫଳରେ ପାଦ ମାଟି ସଂସ୍ପର୍ଶରେ ଆସୁଥିଲା ଓ ରୋଗ କମ ହେଉଥିଲା | 

କିନ୍ତୁ ଏଗୁଡିକୁ ଆମେ ଯନ୍ତ୍ର ପାତି ମାଧ୍ୟମରେ ବହୁ ଗୁଣ  Power ବଢ଼ାଇ ଦେଇଥାଉ ଓ ଯାହା Natural Form ରେ ଏ Pollution ଯୁଗରେ ମିଳୁନାହିଁ | ଆମର ଯନ୍ତ୍ରପାତି Japan, Korea, Malaysia ଆଦିର ଟେକ୍ନୋଲୋଜି ଉପରେ ପର୍ଯ୍ୟବେସିତ  ଓ ଏହା ଓଡିଶା ର ପ୍ରଥମ କେନ୍ଦ୍ର | ଏହା ପ୍ରାଚ୍ୟ ଓ ପାଶ୍ଚାତ୍ୟ ର ମିଳନ |

ମନ୍ତ୍ର ଓ ତନ୍ତ୍ର ଭାରତୀୟ ଶାସ୍ତ୍ର ଉପାସନା ରୁ ଆନିତ | ତେଣୁ ରୋଗ ଭଲ କରିବା ପାଇଁ ଆମର ସବୁ ଆଡୁ ପ୍ରୟାସ ଜାରୀ ରହିଛି |

ଅନ୍ୟାନ୍ୟ ସହର ରେ ବ୍ରାଞ୍ଚ ଖୋଲିବା ପାଇଁ ଆମ ସହ ଯୋଗାଯୋଗ କରନ୍ତୁ |

What Doctors Say About

How Diabetes Can be Permanently Cured by Water Therapy–

See More Diabetes Patient Testimony Here

How Kidney Dialysis Can be Reduced & Recovered by Water Therapy–

Nephrologist on Water Therapy

See More Kidney Patient Testimony Here

How Cancer Can Recovered by Water Therapy

Oncologist Say about Water Therapy

See More Cancer Patient Testimony

What Doctor Say about Heart Disease

Cardiologist on Water

See More Heart Patient Testimony Who has gone for without Operation

Examples of Light and Heat Therapy

Terahertz Light Therapist

See More Patient Video Testimony here by Light Therapy

See More Picture Testimony here by Light Therapy

Light and Heat Therapy Machine – TeraHertz Therapy

Details Click Here – What is TeraHertz Light Therapy

Oxygen Therapy

Water Therapy

କାହାର କେତେ ଦାମ୍ ଜାଣିବା ପାଇଁ ଏଠାରେ ଟଚ କରନ୍ତୁ – To know the Price Click Here

Energy Healing

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button