Cancer Cancer Remedies

Vitamin B17 – Cancer Killer in Odiya

Vitamin B17 – Cancer Killer in Odiya
  • PublishedFebruary 22, 2024
Spread the love

ଭିଟାମିନ୍ ବି ୧୭ – କ୍ୟାନସର କିଲର

1950 ମସିହାରେ Krebs ନାମକ ବୈଜ୍ଞାନିକ ବି 17 କୁ ବ୍ୟବହାର କରି ଏହାର ବହୁତ ଆଶ୍ଚର୍ଯ୍ୟଜନକ ପରିଣାମ ପାଇଥିଲେ l ସେହି ମସିହାରେ ସେ Vitamin B17 ର Synthetic form “Laetrile” ତିଆରି କରି ବହୁଳ ମାତ୍ରାରେ Medically ବ୍ୟବହାର କରିଥିଲେ ଓ ଏହାର ବହୁତ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିଥିଲା l 1980 ପର୍ଯ୍ୟନ୍ତ ଏହା ସଫଳତା ପୂର୍ବକ ପ୍ରୟୋଗ ହୋଇଥିଲା ଓ ଏହାର ସଫଳତା ହାର 90% ରୁ ଅଧିକ ଥିଲା l ଏହାର ଉଲେଖ ଡାକ୍ତର Haroid. W. Manner ନିଜ ବହି “Death of Cancer” ରେ ଲେଖିଥିଲେ l 1980ରେ କ୍ୟାନସର ଏହି ଅଦ୍ଭୁତ ଚିକିତ୍ସା ପଦ୍ଧତି କୁ US Govt. ଓ FDA ବନ୍ଦ କରିଦେଇଥିଲେ ଓ କହିଲେ କି ଏହାର ବହୁତ ସାଇଡ ଏଫେକ୍ଟ ଅଛି l ଏବେ ଆପଣ ଜାଣି ପାରୁଥିବେ ଏହାକୁ ବନ୍ଦ କରିବା ପଛରେ କି କାରଣ ଥାଇପାରେ l

କିନ୍ତୁ ଏବେ Dr. Francisco ଓ Dr Ernesto ଯିଏ କାଲିଫର୍ଣିଆର “Oasis of Hope Hospital” ରେ ଅଛନ୍ତି, ସେ ଏପର୍ଯ୍ୟନ୍ତ 60,000 ରୁ ଅଧିକ ରୋଗୀଙ୍କୁ Vegetarian Therapy ଓ ଭିଟାମିନ B17 ମାଧ୍ୟମରେ ସଫଳତା ପୂର୍ବକ ଭଲ କରି ସାରିଲେଣି l

Cancer Treatment with Vitamin B17

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଧୁନିକ ବିଜ୍ଞାନକୁ ଏହି ଅଦ୍ଭୁତ ଜ୍ଞାନ 1830 ମସିହାରେ ମିଳିଥିଲା କି ଯେ Vitamin B17 ବା Amygdalin ଅନେକ ଫଳର ମଞ୍ଜିରେ ମିଳିଥାଏ, ଯାହା କ୍ୟାନସର କୋଷକୁ ନଷ୍ଟ କରିବାର ଶକ୍ତି ରଖିଥାଏ l ଏହାକୁ ଫ୍ରେଞ୍ଚ ବୈଜ୍ଞାନିକ Roubiqet ଓ Bontron ଆବିଷ୍କାର କରିଥିଲେ ଓ ଏହାର ସର୍ବ ପ୍ରଥମ ବ୍ୟବହାର 1845 ମସିହାରେ କ୍ୟାନସର ପାଇଁ ହୋଇଥିଲା l Medically ସର୍ବପ୍ରଥମେ ଏହାକୁ Inosmetzeff ଉପଯୋଗ କରିଥିଲେ l ସେ ଯେଉଁ 21 ବର୍ଷୀୟ ପିଲା ଓ 48 ବର୍ଷୀୟା ମହିଳାଙ୍କ ଉପରେ 3 ମାସ ଉପଯୋଗ କରିଥିଲେ ସେମାନେ ବିନା ସାଇଡ ଏଫେକ୍ଟରେ ପୂରା ଠିକ ହୋଇଯାଇଥିଲେ l ପରେ ସେମାନଙ୍କୁ 11 ବର୍ଷ ପରେ ଆଉଥରେ ଟେଷ୍ଟ କରାଗଲା କିନ୍ତୁ ସେମାନଙ୍କଠାର କ୍ୟାନସରର କୌଣସି ଲକ୍ଷଣ ଦେଖାଗଲା ନାହିଁ l

ଏହା କିପରି କାମ କରେ?

ପ୍ରସିଦ୍ଧ ବୈଜ୍ଞାନିକ Krebs ଓ ରିସର୍ଚ୍ଚର James South ଙ୍କ ଅନୁସାରେ Vitamin B17 ବା Amygdalin ବା Laetrile ରେ ମୁଖ୍ୟତଃ 4 ପ୍ରକାର ଅଣୁ ମିଳିଥାଏ l

2 ଟି ଗ୍ଲୁକୋଜ ଅଣୁ

1 ଟି Cynide ଅଣୁ

1 ଟି Benzaldehyde ଅଣୁ

କ୍ୟାନସର କୋଷିକା Amygdalin କୁ ନିଜ ଆଡକୁ ଆକର୍ଷିତ କରିଥାଏ, କାରଣ Amygdalin ରେ Glucose ମିଳିଥାଏ ଓ କ୍ୟାନସର କୋଷକୁ ଜୀବିତ ରହିବା ପାଇଁ ଶକ୍ତି ରୂପରେ ଗ୍ଲୁକୋଜର ଆବଶ୍ୟକତା ପଡେ l ଯେତେବେଳେ ଏହି Amygdalin (Laetrile) କ୍ୟାନସର କୋଷ ପାଖକୁ ଯାଇଥାଏ ସେଠାରେ ଥିବା ଏନଜାଇମ Beta Glucosidase (ଯାହାକି କେବଳ କ୍ୟାନସର କୋଷରେ ମିଳିଥାଏ) Amygdalin କୁ ଭାଙ୍ଗି Glucose, Cynide ଓ Benzaldehyde ରେ ବଦଳେଇ ଦେଇଥାଏ, ଏଥିରେ Cynide ion ଯାହା ଏକ ପ୍ରକାର ବିଷତତ୍ତ୍ୱ ଅଟେ ତାହା  କ୍ୟାନସର କୋଷକୁ ନଷ୍ଟ କରିଦିଏ ଓ Benzaldehyde ଏକ ପ୍ରକାର ପେନକିଲର (ବ୍ୟଥା ନାଶକ ) ପରି କାମ କରିଥାଏ l

ସାଧାରଣ କୋଷରେ ମୁଖ୍ୟତଃ Rhodanase ନାମକ ଏନଜାଇମ ମିଳିଥାଏ ଯାହା Cynide ର ପ୍ରଭାବକୁ ନଷ୍ଟ କରିଦିଏ, କାରଣ ଏହା Cynide କୁ Thiocynate ରେ ବଦଳେଇ ଦିଏ, ଯାହାକି ସାଧାରଣ କୋଷରେ  କ୍ଷତି କରିପାରେ ନାହିଁ ଓ Rhodonase Benzaldehyde କୁ ବେନଜୋଇକ ଏସିଡ ରେ ବଦଳେଇ ଦିଏ ଯାହା ଅନ୍ୟାନ୍ୟ କୋଷ ପାଇଁ ପୋଷକ ତତ୍ତ୍ୱ ହୋଇଥାଏ l

ସୁସ୍ଥ କୋଷରେ Beta Glucosidase ମିଳେ ନାହିଁ, ଏହା କେବଳ କ୍ୟାନସର କୋଷରେ ମିଳେ,  ତେଣୁ Amygdalin ବା B17 ସୁସ୍ଥ କୋଷକୁ ନଷ୍ଟ କରିପାରେ ନାହିଁ ଓ କେବଳ କ୍ୟାନସର କୋଷକୁ ନଷ୍ଟ କରିପାରେ l

ଏହି ପୂରା ଥିଓରୀକୁ ଯଦି ବୁଝି ସାରାଂଶ କଢ଼ାଯାଏ ତେଵେ ଜଣାଯାଏ ଯଦି କ୍ୟାନସର ରୋଗୀକୁ ନିୟମିତ ଭିଟାମିନ B17  ଦିଆଯିବ ତେଵେ ଏହି ରୋଗରୁ ଶୀଘ୍ର ମୁକ୍ତି ମିଳିବ l

ଏବେ ଯେଉଁ ପ୍ରକାର ଲୋକମାନେ ଏସବୁ ବିଷୟରେ ଜାଣିଲେଣି ଏହାର ବଜାର ମଧ୍ୟ  ବଢ଼ିଲାଣି,  କିନ୍ତୁ ଔଷଧ କମ୍ପାନୀ ମାନଙ୍କୁ ଆପଣ ଠିକ ହେବାରେ ମତଲବ ନାହିଁ l କାରଣ ଏପରି ହେଲେ ସେମାନଙ୍କ ବ୍ୟବସାୟ ଓ ଡକ୍ଟରଙ୍କ ବ୍ୟବସାୟ ବନ୍ଦ ହେବାର ସମ୍ଭାବନା ଅଛି l ତେଣୁ ରୋଗୀକୁ ଜୀବନ ସାରା ରୋଗୀ ବନାଇ ରଖିଲେ ନିୟମିତ ରୂପେ ଇନକମ କରିହେବ l ଆସନ୍ତୁ ଜାଣିବା ଏହାର ପ୍ରାକୃତିକ ଉତ୍ସ l

Natural Sources of Vitamin B17

ଭିଟାମିନ B17 ର ପ୍ରାକୃତିକ ଉତ୍ସ

Apple   ମଞ୍ଜି
Apricot ମଞ୍ଜି
ନାସପାତି ମଞ୍ଜି
ବୋଇତାଳୁ ମଞ୍ଜି
ଅଳସି ମଞ୍ଜି ଇତ୍ୟାଦି…

ଏହାକୁ ଖାଇବା ସହ ଡାଏଟ ଚାର୍ଟ ଅନୁସରଣ କଲେ ଶୀଘ୍ର ପରିଣାମ ମିଳିଥାଏ

For More Information Read Book page number 158 – 170 “Thousand Plants against cancer without Chemo Therapy”

This table shows how many apple seeds you would need to eat to risk death, relative to your body weight.

Body weight (kg)Apple seeds (grams)Apple seeds (number)
919-52927-756
54113-3,175162-4,536
59123-3,440176-4,914
64132-3,704189-5,292
68142-3,969203-5,670
73151-4,234216-6,048
77161-4,498229-6,426
82170-4,763243-6,804
86180-5,027256-7,182
91189-5,292270-7,560

For example, 243-6,804 apple seeds would be needed to kill a 180-pound individual. To put this in perspective, a whole apple may contain anywhere from 0-20 seeds.

Additionally, swallowing whole apple seeds is unlikely to cause any symptoms.

The seed coat protects them from digestive enzymes, and they pass harmlessly through your digestive system.

Nevertheless, it’s probably a good idea to remove the seeds before giving apples to young children or pets.

Summary: Eating a few apple seeds is safe. However, large quantities of ground or crushed seeds (over 100 grams) are potentially fatal.

Source:

Effects of Apple seeds if you eat them? – https://www.medicalnewstoday.com/articles/318706

To know more Read this Book.

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button