ମୁଲେଥି (Yashtimadhu) – Mulethi in Cancer
ମୁଲେଥି (Yashtimadhu) – Mulethi in Cancer
ଏଥିରେ ଥିବା ରସାୟନ, କ୍ୟାନସର କାରକ ଦ୍ୱାରା, କୋଷିକାରେ ହେଉଥିବା DNA Damage ରୁ ବଞ୍ଚାଇଥାଏ l ଅର୍ଥାତ DNA ରେ ହେବାକୁ ଥିବା କ୍ଷତିରୁ ରକ୍ଷା କରେ l ଆମର ଶରୀରର ପୂରା ନିର୍ମାଣ DNA ଉପରେ ନିର୍ଭର କରେ, ଯଦି DNA କୌଣସି କାରକ ଦ୍ୱାରା ପ୍ରଭାବିତ ହୁଏ ତାହେଲେ କୋଷଗୁଡ଼ିକ ପ୍ରଭାବିତ ହୁଏ, ଓ କୋଷ ପ୍ରଭାବିତ ହେଲେ ପୂରା ଅଙ୍ଗ ଉପରେ ଏହାର ପ୍ରଭାବ ପଡେ l
କ୍ୟାନସର କାରକ, DNA କୁ ପରିବର୍ତ୍ତନ କରିଦିଏ ଏହାକୁ Mutation କହନ୍ତି, ଏହି ମ୍ୟୁଟେସନ ବିଭିନ୍ନ ପ୍ରକାର କାରଣରୁ ହୋଇଥାଏ ଯେପରିକି ରେଡ଼ିଏସନ, UV light, କେମିକାଲ, ଭାଇରସ, ଓ କେବେ କେବେ କୌଣସି ସ୍ଥାୟୀ କାରଣ ବିନା ମଧ୍ୟ mutation ହୋଇଥାଏ l ମୁଲେଥି ଏସବୁଥିରୁ ରୋକିଥାଏ l ରିସର୍ଚ୍ଚରୁ ଜଣା ପଡିଛି ଯେ ମୁଲେଥିରେ ଥିବା Glycyrrhizin acid ଓ Glycyrrhizin କ୍ୟାନସର କୋଷିକାର ବୃଦ୍ଧି ରୋକିବାରେ ଓ Apoptosis ରେ ସକ୍ଷମ ଅଟେ l
ମୁଲେଠିର କ୍ୟାନସର ବିରୋଧୀ ଗୁଣ
1) Antioxidant Activity
2) DNA Protective Activity
3) Suppressive Action
4) Cyclo oxygenase inhibition
5) Estrogenic & Progesterone antagonistic activity
Gastic Cancer, Colon & Rectum cancer, Brest cancer ଆଦିରେ ଏହା ବେଶୀ ଫଳପ୍ରଦ ହୋଇଥାଏ l
Side Effect of Mulethi
ଯେଉଁମାନଙ୍କର ପୋଟାସିୟମ କମିଯାଏ ଓ ସୋଡ଼ିୟମ ଅଧିକ ଥାଏ ବା ବ୍ଲଡ଼ପ୍ରେସର ଅଧିକ ଥାଏ ସେମାନେ ଏହାକୁ ଖାଇବେ ନାହିଁ l ଏପରି ରୋଗୀ ଡକ୍ଟରଙ୍କ ପରାମର୍ଶ ରେ ଏହାର ଉପଯୋଗ କରିପାରିବେ ବିଶେଷକରି କିଡନୀ ଓ ହାର୍ଟ ରୋଗୀ l