Cancer Cancer Remedies

ମୁଲେଥି (Yashtimadhu) – Mulethi in Cancer

ମୁଲେଥି (Yashtimadhu) – Mulethi in Cancer
  • PublishedFebruary 22, 2024
Spread the love

ମୁଲେଥି (Yashtimadhu) – Mulethi in Cancer

ଏଥିରେ ଥିବା ରସାୟନ,  କ୍ୟାନସର କାରକ ଦ୍ୱାରା, କୋଷିକାରେ ହେଉଥିବା DNA Damage ରୁ ବଞ୍ଚାଇଥାଏ l ଅର୍ଥାତ DNA ରେ ହେବାକୁ ଥିବା କ୍ଷତିରୁ ରକ୍ଷା କରେ l ଆମର ଶରୀରର ପୂରା ନିର୍ମାଣ DNA ଉପରେ ନିର୍ଭର କରେ, ଯଦି DNA କୌଣସି କାରକ ଦ୍ୱାରା ପ୍ରଭାବିତ ହୁଏ ତାହେଲେ କୋଷଗୁଡ଼ିକ ପ୍ରଭାବିତ ହୁଏ, ଓ କୋଷ ପ୍ରଭାବିତ ହେଲେ ପୂରା ଅଙ୍ଗ ଉପରେ ଏହାର ପ୍ରଭାବ ପଡେ l

କ୍ୟାନସର କାରକ,  DNA କୁ ପରିବର୍ତ୍ତନ କରିଦିଏ ଏହାକୁ Mutation କହନ୍ତି, ଏହି ମ୍ୟୁଟେସନ ବିଭିନ୍ନ ପ୍ରକାର କାରଣରୁ  ହୋଇଥାଏ ଯେପରିକି ରେଡ଼ିଏସନ,  UV light, କେମିକାଲ, ଭାଇରସ, ଓ କେବେ କେବେ କୌଣସି ସ୍ଥାୟୀ କାରଣ ବିନା ମଧ୍ୟ mutation ହୋଇଥାଏ l ମୁଲେଥି ଏସବୁଥିରୁ ରୋକିଥାଏ l ରିସର୍ଚ୍ଚରୁ ଜଣା ପଡିଛି ଯେ ମୁଲେଥିରେ ଥିବା Glycyrrhizin acid ଓ Glycyrrhizin କ୍ୟାନସର କୋଷିକାର ବୃଦ୍ଧି ରୋକିବାରେ ଓ Apoptosis ରେ ସକ୍ଷମ ଅଟେ l

ମୁଲେଠିର କ୍ୟାନସର ବିରୋଧୀ ଗୁଣ

1) Antioxidant Activity

2) DNA Protective Activity

3) Suppressive Action

4) Cyclo oxygenase inhibition

5) Estrogenic & Progesterone antagonistic activity

Gastic Cancer,  Colon & Rectum cancer,  Brest cancer ଆଦିରେ ଏହା ବେଶୀ ଫଳପ୍ରଦ  ହୋଇଥାଏ l

Side Effect of Mulethi

ଯେଉଁମାନଙ୍କର ପୋଟାସିୟମ କମିଯାଏ ଓ ସୋଡ଼ିୟମ ଅଧିକ ଥାଏ ବା ବ୍ଲଡ଼ପ୍ରେସର ଅଧିକ ଥାଏ ସେମାନେ ଏହାକୁ ଖାଇବେ ନାହିଁ l ଏପରି ରୋଗୀ ଡକ୍ଟରଙ୍କ ପରାମର୍ଶ ରେ ଏହାର ଉପଯୋଗ କରିପାରିବେ ବିଶେଷକରି କିଡନୀ ଓ ହାର୍ଟ ରୋଗୀ l

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button