Cancer Cancer Remedies

ନିମ – ଦ୍ୱାରା କ୍ୟାନସର ଚିକିତ୍ସା

ନିମ – ଦ୍ୱାରା କ୍ୟାନସର ଚିକିତ୍ସା
  • PublishedFebruary 22, 2024
Spread the love

ନିମ ପତ୍ରରେ ଏକ ବିଶେଷ ପ୍ରକାର ପ୍ରୋଟିନ ମିଳେ ଯାହାକୁ NLGP ( Neem Leaf Glycoprotein) କୁହାଯାଏ l ଯାହା କ୍ୟାନସର କୋଷିକା ବ୍ୟତୀତ ଶରୀରର ଅନ୍ୟ ଭାଗରେ ଇମ୍ୟୁନିଟି କୁ modulate କରେ ଯାହାଫଳରେ  କ୍ୟାନସର ସେଲର ପ୍ରଗତି ରେ ବାଧାପ୍ରାପ୍ତ ହୋଇଥାଏ l ନିମ କ୍ୟାନସର କୋଷିକାକୁ Apoptosis ପ୍ରକ୍ରିୟା ଦ୍ୱାରା ନଷ୍ଟ କରିବାକୁ ସକ୍ଷମ ହୋଇଥାଏ l ନିମରେ ଥିବା Azadirone, Deoxonimbolide, Kaemferol, Glucopyranoside, Nimbolide ଓ Quercetin କୋଷିକାକୁ ଫ୍ରି ରେଡ଼ିକାଲ ରୁ ବଞ୍ଚାଇଥାଏ  l  ନିମ,  କ୍ୟାନସର କୋଷିକାରେ,  ରକ୍ତ ବାହିନୀର ତିଆରି ପ୍ରକ୍ରିୟାକୁ କମଜୋର କରି ସେଗୁଡିକୁ ପୋଷଣ ଯୋଗାଇବା ବନ୍ଦ କରିଦେଇଥାଏ, ଫଳରେ ସେମାନେ ନଷ୍ଟ ହେବାକୁ ଲାଗନ୍ତି l ପ୍ରାକୃତିକ ହୋଇଥିବାରୁ ଏହାର ପ୍ରଭାବ ସାଧାରଣ କୋଷ ଉପରେ ପଡି ନଥାଏ l

ସେବନ – ପ୍ରତିଦିନ 5/6  ଟି ପତ୍ର ମହୁ ବା  ପାଣି ସହ ବା 2ରୁ 5 ଗ୍ରାମ ଶୁଖିଲା ପତ୍ରଗୁଣ୍ଡ (ଖରାରେ ଶୁଖାଇ) ସେବନ କରିବେ

ଅଧିକ ଜାଣିବା ପାଇଁ ଲିଙ୍କ ଦେଖନ୍ତୁ – 

https://www.ncbi.nlm.nih.gov/pmc/articles/PMC4734358/

http://neemfoundation.org/can-neem-help-prevent-cancer/

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button