Cancer Cancer Remedies

Ginseng – କ୍ୟାନସର ରୋଗୀଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ଏହାର ମୂଳ

Ginseng – କ୍ୟାନସର ରୋଗୀଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ ଏହାର ମୂଳ
  • PublishedFebruary 22, 2024
Spread the love

ସବୁ କ୍ୟାନସର ରୋଗୀଙ୍କର କୌଣସି ପ୍ରକାର ଚିକିତ୍ସା ଚାଲିଥାଏ, Chemotherapy,  Radiotherapy, Surgery ବା କୌଣସି ପ୍ରକାର ପ୍ରାକୃତିକ ଚିକିତ୍ସା ଯେପରିକି Diet Therapy ବା ଆୟୁର୍ବେଦିକ ବା କୌଣସି ପ୍ରକାର ଚିକିତ୍ସା ଚାଲିଥିଲେ ମଧ୍ୟ ସେ ରୋଗୀଙ୍କର କିଛି ସମସ୍ୟା ଦେଖାଦିଏ, ଏହି ସମସ୍ୟାକୁ Cancer Related Fatigue (CRF) କୁହାଯାଏ, ଯେଉଁଥିରେ ମୁଖ୍ୟ ଗୁଡିକ ହେଲା

କମଜୋରି (Weakness)

ନିଦ ନ ଆସିବା (Insomnia)

ଭୋକ ନ ଲାଗିବା (Loss of Appetite)

ବଥା (Pain)

ମୁଣ୍ଡ ବଥା ( Vertigo)

ବାନ୍ତି ହେବା (Vomiting)

ଇତ୍ୟାଦି…

ଏହି Cancer Related Fatigue କୁ  ପ୍ରତିରୋଧ କରିବା ପାଇଁ ଆଧୁନିକ ଚିକିତ୍ସା ରେ କିଛି ଔଷଧ ବା ଚିକିତ୍ସା ଦିଆଯାଏ କିନ୍ତୁ ଏହା ଏତେଟା ସଫଳ ହୁଏ ନାହିଁ ଓ ରୋଗୀ ଯନ୍ତ୍ରଣା ପାଏ l

କିନ୍ତୁ Ginseng ର ଚେର Cancer Related Fatigue କୁ ନଷ୍ଟ କରିବା ସହିତ କ୍ୟାନସର ର ପ୍ରଗତିକୁ ରୋକିବାରେ ସାହାଯ୍ୟ କରିଥାଏ l ଏହା ସାଧାରଣତଃ ତଳ ଲିଖିତ କ୍ୟାନସରକୁ ନଷ୍ଟ କରିବାରେ ବେଶୀ ସାହାଯ୍ୟ କରିଥାଏ l

Lungs Cancer

Colorectal Cancer

Prostate Cancer

Breast Cancer

Ovarian Cancer

Cervical Cancer

Ginseng ରେ ମିଳୁଥିବା ରସାୟନ Ginsenosides କ୍ୟାନସର କୋଷକୁ ନଷ୍ଟ କରିଥାଏ ଓ ଏଥିରୁ ମିଳୁଥିବା ଶକ୍ତି କ୍ୟାନସର ରୋଗୀର ଲାଇଫ କ୍ୱାଲିଟି ରେ ଅଧିକ ସୁଧାର ଆଣିଥାଏ l Ginseng 11 ପ୍ରଜାତିର ମିଳିଥାଏ, କିନ୍ତୁ ଏଥିରେ ମୁଖ୍ୟ ଦୁଇ ପ୍ରକାର କ୍ୟାନସର ପାଇଁ ଉପଯୋଗୀ l

1) ଏସିଆନ ଜିନସେଙ୍ଗ (Panax ginseng) India ରେ ମିଳେ,

2) ଆମେରିକାନ ଜିନସେଙ୍ଗ (Panax quinquefoliate)

ଏହାର ଚେର (Rhizome) କୁ ତାଜା ବା ଶୁଖାଇ ପାଉଡର କରି ଉପଯୋଗ କରିବେ l

800mg (1ଗ୍ରାମ ରୁ କମ) ପାଉଡର ଦିନକୁ ଥରେ ଖାଆନ୍ତୁ l ଏହାର ଗୁଣ ଦେଖି ବିଭିନ୍ନ କମ୍ପାନୀ ମାନେ ମଧ୍ୟ ଏହାକୁ ପ୍ରସ୍ତୁତ କଲେଣି l

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button