Cancer Cancer Remedies

48 ଘଣ୍ଟାରେ କ୍ୟାନସର ଓ Leukemia ର କୋଷ ନଷ୍ଟ ହେବାରେ ଲାଗିପଡେ Revand Chini ଦ୍ୱାରା!!

48 ଘଣ୍ଟାରେ କ୍ୟାନସର ଓ Leukemia ର କୋଷ ନଷ୍ଟ ହେବାରେ ଲାଗିପଡେ Revand Chini ଦ୍ୱାରା!!
  • PublishedFebruary 22, 2024
Spread the love

Revand chini (Rhubarb) ଗଛ ରୁବର୍ବ ବା ରେବନ୍ଦଚିନି ନାମରେ ଜଣାଯାଏ l ଏହି ଗଛ ଆୟୁର୍ବେଦିକ ଔଷଧରେ ବ୍ୟବହାର କରାଯାଏ, ଏହାର ପତ୍ର ବିଷାକ୍ତ ଅଟେ, କିନ୍ତୁ ଏହାର (Stem/Stalk) ଦଣ୍ଡା, ଔଷଧ ରୂପରେ ପ୍ରୟୋଗ କରାଯାଏ l

Anthraquinone Glycosides ନାମକ ରାସାୟନ ଯାହା ରେବନ୍ଦଚିନି ରୁ ମିଳିଥାଏ ସେଥିରେ କ୍ୟାନସର ବିରୋଧୀ ଗୁଣ ଭରପୁର ଥାଏ, ଏହା କ୍ୟାନସର ରୁ ନଷ୍ଟ କରିବାରେ ବହୁତ ସହାୟକ l ଏହା ଛଡା ଏଥିରେ Parietin ନାମକ ଏକ ବିଶେଷ Pigment ମିଳେ l କ୍ୟାନସର କୋଷ ବୃଦ୍ଧି ପାଇଁ 6PGD ନାମକ ଏଞ୍ଜାଇମ ଆବଶ୍ୟକ ହୋଇଥାଏ l କିନ୍ତୁ ଏଥିରେ ଥିବା Parietin ଏହି ଏନଜାଇମ କୁ ରୋକିଦିଏ ଯାହା ଫଳରେ କ୍ୟାନସର କୋଷ ନଷ୍ଟ ହେବ ଆରମ୍ଭ କରେ l

ରିସର୍ଚ୍ଚ ରେ ଜଣାପଡିଲା ଯେ Parietin ପିଗମେଣ୍ଟ କ୍ୟାନସର କୋଷକୁ 48 ଘଣ୍ଟା ଭିତରେ ନଷ୍ଟ କରିପାରେ, ଟେଷ୍ଟ ରୁ ଦେଖାଗଲା, ଏହାର ଷ୍ଟେମ ର ପ୍ରୟୋଗ ଦୁଇ ଦିନରେ ଲ୍ୟୁକେମିଆ ର ଅଧାରୁ ଅଧିକ କୋଷକୁ ନଷ୍ଟ କରିଦେଇଥିଲା l

ରିସର୍ଚ୍ଚ ରେ ମୂଷା ମାନଙ୍କ ଉପରେ 11 ଦିନ ଏହାର ପ୍ରୟୋଗ କରାଗଲା ଓ ଜଣାପଡିଲା ଯେ ଏହା ଲଙ୍ଗସ, ବ୍ରେନଟ୍ୟୁମର ଆଦିରେ ବହୁତ ସହାୟକ l

ଆୟୁର୍ବେଦ ରେ ରେବନ୍ଦଚିନି ର ପ୍ରୟୋଗ

ସାଧାରଣ ରୋଗରେ 60 ରୁ 200 ମିଗ୍ରା,

ଭୟଙ୍କର ରୋଗରେ 1 ରୁ 2 ଗ୍ରାମ ମାତ୍ରାରେ ଦିଆଯାଇପାରେ, ଏହାର ସେବନର 8/10 ଘଣ୍ଟାରେ ଝାଡା ହୋଇପାରେ, କିନ୍ତୁ ପରେ ଧୀରେ ଧୀରେ ବନ୍ଦ ହୋଇଯାଏ,  ଝାଡା ବେଶୀ ହେଲେ ମାତ୍ରା କମ କରାଯାଏ l

ରେବନ୍ଦଚିନି ଆୟୁର୍ବେଦ ରେ ବହୁତ ପ୍ରସିଦ୍ଧ  ଔଷଧୀ ଗଛ ଅଟେ, ଏହା ପାହାଡି ଅଞ୍ଚଳରେ ଦେଖିବାକୁ ମିଳେ l

ଅସଲି ନକଲି ଜାଣିବେ କେମିତି?

କିଛି ଲୋକ ରେବନ୍ଦଚିନି ନାମରେ କିଛି ଅନ୍ୟ ଜିନିଷ ଦେଇଦିଅନ୍ତି, ଆପଣ ଏହାକୁ ସହଜରେ ଜାଣିପାରିବେ, ଏହାର ସ୍ୱାଦ ତୀଖା ଓ କଡା ଅଟେ ଓ ବିଶେଷ ପ୍ରକାର ଗନ୍ଧ ଥାଏ, ଏଥିରେ Calcium Oxalate ଥାଏ, ଚୋବେଇଲେ କ୍ଷାରୀୟା  ଲାଗେ ଓ ପାଟିର ଲାଳ ହଳଦିଆ ରଙ୍ଗ ହୋଇଯାଏ l

https://www.ncbi.nlm.nih.gov/pubmed/17022020

https://www.express.co.uk/life-style/health/613194/Cancer-killing-drug-rhubarb-ready-within-years

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button