Cancer Cancer result Result Result

ବ୍ରେଷ୍ଟ ର ସିଟି ସ୍କାନ 6 ମାସରେ ନର୍ମାଲ !

ବ୍ରେଷ୍ଟ ର ସିଟି ସ୍କାନ 6 ମାସରେ ନର୍ମାଲ !
  • PublishedMarch 8, 2024
Spread the love

ବାଲେଶ୍ୱର ଜିଲ୍ଲା ରେ ରହୁଥିବା 58 ବର୍ଷ ଶ୍ରୀମତୀ ରଜନୀ ଖିଲାର ଯାହାଙ୍କ ବ୍ରେଷ୍ଟ୍  କ୍ୟାନସର୍ (ସ୍ତନ କର୍କଟ) ହୋଇଥିଲା, ତାଙ୍କୁ FNAC କରିବାକୁ କୁହାଯାଇଥିଲା I କିନ୍ତୁ ଏହି ପରୀକ୍ଷା, ବାଇଓପସି ପରୀକ୍ଷା ଓ ଅପରେସନ୍ କୁ ଡରି ଓ କେଉଁଠୁ ଆମ ବିଷୟରେ ଜାଣିପାରି, ସେ ଆମ ପାଖକୁ ଆସିଥିଲେ ଓ ତାଙ୍କୁ CT Scan କରିବାକୁ କୁହାଯାଇଥିଲା I ସେ ସେପ୍ଟେମ୍ବର 2019 ରେ ଏହା କରିଥିଲେ ଓ ସେଥିରେ 4×2 ସେମି ର ଏକ ଲିଜନ୍ ବଢିଥିଲା I ସେ 6 ମାସ ଔଷଧ ସେବନ କଲା ପରେ ତାଙ୍କୁ ଆଉଥରେ ରିପୋର୍ଟ କାଢିବାକୁ କୁହାଗଲା I ଫ୍ରେବୃଆରୀ 2020 ରେ ସେ ଆଉଥରେ ରିପୋର୍ଟ୍ କରିବାରୁ ପୂରା ନର୍ମାଲ୍ ବାହାରିଲା I ତାଙ୍କୁ ବିଭିନ୍ନ ପ୍ରକାର ଔଷଧ ଆମେ ଦେଉଥିଲୁ ଓ ପ୍ରତିମାସକୁ ଥରେ ସେ ଆମ ସହିତ ପରାମର୍ଶ କରୁଥିଲେ I ଏବେ ନର୍ମାଲ ହେବା ପରେ ମଧ୍ୟ ସେ ମେଣ୍ଟେନାନସ୍ (ଆଗକୁ ଆଉ ନ ବାହାରିବା) ପାଇଁ କେତକ ଦରକାରୀ ଔଷଧ ଜାରି ରଖିଛନ୍ତି I ତାଙ୍କର ପୂରୁଣା ଓ ନୁଆ ରିପୋର୍ଟ୍ ଏଠାରେ ଦିଆଗଲା I ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମକୁ ଯୋଗାଯୋଗ କରି ପାରିବେ I

ପ୍ରଥମ ରିପୋର୍ଟ – ସେପ୍ଟେମ୍ବର 2019

ପରବର୍ତ୍ତୀ ରିପୋର୍ଟ୍ – ଫ୍ରେବୃଆରୀ 2020

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button