Cancer Cancer Remedies

Blood Cancer Treatment in Odiya – 24 ଘଣ୍ଟାରେ ନଷ୍ଟ ବା ରୋକା ଯାଇ ପାରିବ

Blood Cancer Treatment in Odiya – 24 ଘଣ୍ଟାରେ ନଷ୍ଟ ବା ରୋକା ଯାଇ ପାରିବ
  • PublishedFebruary 22, 2024
Spread the love

ଯଦି ବୈଜ୍ଞାନିକଙ୍କ କଥାକୁ ବିଶ୍ୱାସ କରାଯାଏ ତାହେଲେ ଅଙ୍ଗୁରମଞ୍ଜି ବ୍ଲଡ଼ କ୍ୟାନସର ( ଲ୍ୟୁକେମିଆ ) ପାଇଁ ବହୁତ ଭଲ ଅଟେ l ଏହା ବ୍ଲଡ଼ କ୍ୟାନସର ରୁ ରକ୍ଷା କରିପାରିବ l ଏହା କହିଛନ୍ତି ଶ୍ରୀ ବଲବୀର ସିଂହ ଜି ଶେଖାୱତ – ସିନିୟର Pharmacologist – Govt. Hospital – Rajasthan

University of Kentucky,  United State ରେ ଏକ ରିସର୍ଚ୍ଚ ହୋଇଥିଲା, ଯାହା ପରେ Clinical Cancer Research ରେ ପ୍ରକାଶିତ ମଧ୍ୟ ହୋଇଥିଲା, ଏହି ରିସର୍ଚ୍ଚ ଅନୁସାରେ, ଯେତେବେଳେ ବ୍ଲଡ଼ କ୍ୟାନସର ର କୋଷଗୁଡିକୁ, ଅଙ୍ଗୁର ମଞ୍ଜିର ଅର୍କର  (Grape Seed Extract) ସମ୍ପର୍କରେ  ରଖାଗଲା, ବ୍ଲଡ଼ କ୍ୟାନସର ର କୋଷିକା ଗୁଡିକ ଆପେ ଆପେ ନଷ୍ଟ ହେବାରେ ଲାଗିଲେ ଯାହାକୁ Apoptosis କୁହାଯାଏ l ଲେବରୋଟୋରି ରେ ହୋଇଥିବା study ରେ 76% Blood Cancer ର କୋଷିକା ମାତ୍ର 24 ଘଣ୍ଟାରେ suicide ଅର୍ଥାତ ନିଜେ ନିଜେ ନଷ୍ଟ ହୋଇଥିଲେ l ଏଥିରେ ମଧ୍ୟ ଦେଖାଗଲା ଯେ ସାଧାରଣ କୋଷ ଗୁଡିକ ର କିଛି କ୍ଷତି ହୋଇନଥିଲା l

କାଲିଫର୍ନିଆ ୟୁନିଭର୍ସିଟିର ମେଡିକାଲ ଫିଜିକ୍ସ ଓ ସାଇକୋଲୋଜି ର ସିନିଅର ପ୍ରଫେସର ଡା. ହାର୍ଡ଼ିନ ବି ଜନ୍ସ କହିଥିଲେ – ” Blood Cancer ର ଚିକିତ୍ସାରେ ଦିଆଯାଉଥିବା କେମୋରେ ବହୁତ ସାଇଡ ଏଫେକ୍ଟ ଥାଏ, ଯାହା କାହାକୁ ଦୀର୍ଘ ଦିନ ଧରି ଦିଆଗଲେ ତାଙ୍କର  ଯନ୍ତ୍ରଣା ଦାୟକ ମୃତ୍ୟୁର କାରଣ ହୋଇପାରେ l ଏହା ତୁଳନାରେ untreated patient ଅର୍ଥାତ ଯାହାକୁ ଏହି ପଦ୍ଧତିରେ ଉପଚାର କରାଯାଇ ନଥାଏ ସେମାନେ ଦୀର୍ଘ ଦିନ ବଞ୍ଚିଥାନ୍ତି l ପ୍ରାକୃତିକ ଉପଚାର ରେ ଯନ୍ତ୍ରଣା ହୋଇନଥାଏ ଓ କ୍ୟାନସର କୁ ମୂଳରୁ ନଷ୍ଟ କରାଯାଇପାରେ l” ଏହି ଅବସରରେ ସେ ପ୍ରାକୃତିକ ଉପଚାର ପାଇଁ  ଅଙ୍ଗୁର ମଞ୍ଜି ର ଉଲ୍ଲେଖ କରିଥିଲେ l

ବ୍ଲଡ଼ କ୍ୟାନସର ପାଇଁ ଏହି ଲେଖା The Telegraph News – UK ରେ ପ୍ରକାଶିତ ହୋଇଥିଲା l

ଏହାର ମୂଳ କାରଣ ଅଙ୍ଗୁର ମଞ୍ଜିରେ ଥିବା antioxidant,  Resveratrol ଯାହା କ୍ୟାନସର ରୋଧି ଅଟେ l ଏହା ସହିତ ଅଙ୍ଗୁର ମଞ୍ଜିର ଅର୍କ ଏକ ବିଶେଷ ପ୍ରୋଟିନକୁ activate କରିଥାଏ ଯାହାକୁ JNK (c-Jun N-terminal Kinase) କହନ୍ତି, ଏହି ପ୍ରୋଟିନ Apoptosis ପ୍ରକ୍ରିୟାକୁ activate କରିଥାଏ l

ଅଙ୍ଗୁର ମଞ୍ଜି ବିନା କୌଣସି ସାଇଡ ଏଫେକ୍ଟ ରେ ବ୍ଲଡ଼ କ୍ୟାନସର କୋଷିକାକୁ 76% ପର୍ଯ୍ୟନ୍ତ ମୂଳରୁ ନିଷ୍ପ୍ରଭାଵ କରିପାରେ, ଅର୍ଥାତ ସନ୍ତୁଳିତ ମାତ୍ରାରେ,  ନିୟମିତ ପ୍ରୟୋଗରେ, ସହଜରେ 24 ଘଣ୍ଟାରେ କ୍ୟାନସର କୋଷ ନଷ୍ଟ ହେବା ଆରମ୍ଭ ହେବାରେ ଲାଗେ l

ଏହା ଟାବଲେଟ, କ୍ୟାପସୁଲ ବା ଲିକୁଇଡ ରୂପରେ ମିଳିଥାଏ l ନେଚୁରାଲ ରୂପରେ ଏହା ଅଙ୍ଗୁରରୁ ମିଳେ ଓ ଅନ୍ୟାନ୍ୟ କ୍ୟାନସର ପାଇଁ ମଧ୍ୟ ଉପଯୋଗୀ l

How to make Grape seed extract in Hindi….

500 ग्राम. अच्छी किस्म के काले अंगूर के बीज लीजिये, इसमें से 100 ग्राम बीज अलग निकाल कर रख लीजिये. 400 ग्राम बीजों के 8 अलग अलग हिस्से (अर्थात 50 ग्राम का एक हिस्सा) कर लीजिये. अभी 50 ग्राम बीजों को हल्का कूट कर 1 गिलास पानी में बिलकुल धीमी आंच पर गर्म करें, ध्यान रहे के अधिक तेज़ आंच होगी तो इसमें मौजूद Flavonoid और दुसरे महत्वपूर्ण तत्व नष्ट हो जायेंगे. जब यह आधा गिलास रह जाए तो इसको छान लीजिये और इस छाने हुए काढ़े को 100 ग्राम अलग से निकाले हुए बीजों में धीरे धीरे डालते हुए खरल कर लीजिये, (खरल जिसमे मसाला कूटते हैं), धीरे धीरे इन बीजों में ये पानी डालते जाए और अच्छे से खरल करते जाएँ. जब यह अच्छे से घुट जाए तो इसको कांच के बर्तन में रख लीजिये.

अभी जो 400 ग्राम में से बचे हुए 350 ग्राम के 7 हिस्सों में से दूसरा हिस्सा निकालिए, और इसको ऊपर बताई गयी विधि के अनुसार पहले काढ़ा बना लें, और फिर इस काढ़े को जो ऊपर खरल करने के बाद बचे हुआ बीजों के Extract में दोबारा डालकर फिर से खरल की प्रक्रिया को दोहरायें.

इसी प्रकार से ये प्रक्रिया 8 बार दोहराई जाएगी. और अंत में जो बचेगा उसको इस्तेमाल करना है.

आयुर्वेद में, एलॉपथी में, होमियोपैथी में इसका अलग अलग विधि से Extract निकाला जाता है. जो भी आपको मालूम हो वो विधि से आप निकाल सकते हैं.

ଆୟୁର୍ବେଦରେ, ଏଲୋପାଥିରେ, ହୋମିଓପାଥିରେ, ଏହାକୁ ବିଭିନ୍ନ ଉପାୟରେ ବାହାର କରାଯାଇଥାଏ | ଆପଣ ଯେଉଁ ବିଧି ଜାଣିଛନ୍ତି, ସେହି ପଦ୍ଧତି ଦ୍ୱାରା ଅପସାରଣ କରିପାରିବେ  ବା GrapeSeed ଅର୍ଡର କରିପାରିବେ I

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button