Cancer Cancer Remedies

କେମୋଥେରାପି ଠାରୁ 10 ହଜାର ଗୁଣ ଅଧିକ ପ୍ରଭାବଶାଳୀ ଏହି ଫଳ

କେମୋଥେରାପି ଠାରୁ 10 ହଜାର ଗୁଣ ଅଧିକ ପ୍ରଭାବଶାଳୀ ଏହି ଫଳ
  • PublishedFebruary 22, 2024
Spread the love

କ୍ୟାନସର କୋଷିକାର କାଳ Graviolaରାମଫଳ / ସୀତାଫଳ / ଲକ୍ଷ୍ମଣଫଳ (Soursop) / ହନୁମାନ ଫଳ

Graviola   ଗ୍ରାଭିଓଲା ରାମଫଳ / ଲକ୍ଷ୍ମଣ ଫଳ / ହନୁମାନ ଫଳ

ଏହାର ନାମ Annona reticolataAnnona muricata ବା ଗ୍ରାଭିଓଲା ଯାହା କ୍ୟାନସର ରୋଗୀଙ୍କ ପାଇଁ ବରଦାନ l ସମର୍ଥକ ଙ୍କ କହିବା କଥାକି ଏହା ପ୍ରୋଷ୍ଟେଟ, ଲଙ୍ଗସ, ସ୍ତନ, ପେଟ, ଅଗ୍ନାଶୟ ଆଦି 12 ପ୍ରକାର କ୍ୟାନସର କୁ ନଷ୍ଟ କରେ କିନ୍ତୁ ସୁସ୍ଥ କୋଷକୁ କୌଣସି କ୍ଷତି ପହଞ୍ଚାଇ ନଥାଏ ତଥା ଆମର ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇଥାଏ l

National Cancer Institute ଏହି ଗଛର ପତ୍ର ଓ Stem କୁ ନିରୀକ୍ଷଣ କରି ଜାଣିଲା ଯେ ଏହି ଗଛ କ୍ୟାନସର କୋଷକୁ ନଷ୍ଟ କରିବାରେ ବହୁତ ସହାୟକ, କିନ୍ତୁ ଆଶ୍ଚର୍ଯ୍ୟ ର କଥାକି ଏହି ରିପୋର୍ଟ କୁ ସାର୍ବଜନୀନ କରାଗଲା ନାହିଁ ଓ ଏହି ରିପୋର୍ଟ NCI ର ଆନ୍ତରିକ ରିପୋର୍ଟ ହୋଇ ରହିଗଲା l

1976 ମସିହାରେ ମଧ୍ୟ ରିସର୍ଚ୍ଚ ରୁ Graviola ର କ୍ୟାନସର ବିରୋଧୀ ଗୁଣ ପ୍ରମାଣିତ ହୋଇଥିଲା l ଦକ୍ଷିଣ କୋରିଆର କ୍ୟାଥୋଲିକ ବିଶ୍ୱବିଦ୍ୟାଳୟରେ ହୋଇଥିବା ରିସର୍ଚ୍ଚରୁ ଏହାର ମଞ୍ଜିରୁ ମିଳୁଥିବା ରସାୟନ ବ୍ରେଷ୍ଟ ଓ ପେଟ କ୍ୟାନସର କୋଷିକାକୁ ନଷ୍ଟ କରେ, ଯେପରି କେମୋ ଔଷଧ ନଷ୍ଟ କରେ, ବୋଲି ଜଣା ପଡିଥିଲା l

ଅନ୍ୟ ଏକ ଅଧ୍ୟୟନ “Journal of Natural Products” ରୁ ଜଣା ପଡିଥିଲା Graviola (ରାମଫଳ ) Adriamycin ନାମକ କ୍ୟାନସର ଔଷଧ ଠାରୁ 10000 ଗୁଣ ଅଧିକ ଶକ୍ତିଶାଳୀ l

Purdue University ରେ ହୋଇଥିବା ରିସର୍ଚ୍ଚ ରେ ଜଣା ପଡିଲା ଏହା ପ୍ରୋଷ୍ଟେଟ, ଲଙ୍ଗସ ଓ ପାନକ୍ରିୟାଟିକ କ୍ୟାନସରରେ ବହୁତ ଲାଭକାରୀ l

ସବୁଠୁ ମହତ୍ୱପୂର୍ଣ୍ଣ ଯେ, ଅଧିକ ମାତ୍ରାରେ ନେଲେ ମଧ୍ୟ ଏହାର ସାଇଡ ଏଫେକ୍ଟ କିଛି ନାହିଁ ବୋଲି ସବୁ ରିସର୍ଚ୍ଚରୁ ଜଣା ପଡିଲା l

Graviola ରେ Acetogenins ଥାଏ ଯାହା କ୍ୟାନସର କୋଷରେ ATP ର ମାତ୍ରା କମ କରିଦେଇଥାଏ, ଫଳରେ ସେହି କୋଷକୁ ଶକ୍ତି ମିଳିପାରେ ନାହିଁ ଓ ସେମାନେ ନଷ୍ଟ ହୋଇଯାନ୍ତି l

ବିଶେଷ – ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଯଥା Alzheimer’s Disease,  Parkinson’s, ବା ଅନ୍ୟାନ୍ୟ ରୋଗରେ ଏହାକୁ ବ୍ୟବହାର କରାଯାଏ ନାହିଁ କାରଣ ଏହା Neuro-Toxic ହୋଇଥାଏ l ତେଣୁ ନ୍ୟୁରୋ (ବ୍ରେନ ) ରୋଗୀ ଏହି ଫଳକୁ ସେବନ କରିବା ଉଚିତ ନୁହେଁ l ଗର୍ଭବତୀ ମହିଳା ମଧ୍ୟ ନ ଖାଇବା ଉଚିତ, ଏହାର ପତ୍ର ମଧ୍ୟ ଲାଭକାରୀ ଅଟେ l

ଏହି ଗଛ ସାଧାରଣତଃ ଉତ୍ତରପ୍ରଦେଶ,  ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ତଥା ଦକ୍ଷିଣ ଭାରତରେ ମିଳିଥାଏ l

ଅଧିକ ଜାଣିବା ପାଇଁ ତଳ ଲିଙ୍କ ଗୁଡିକ click କରନ୍ତୁ l

ଲକ୍ଷ୍ମଣ ଫଳ / ସୋରସୁପ୍  / ଗ୍ରାଭିଓଲା

ପାର୍ଟ 1 –  https://youtu.be/anNUCIxo_eQ

ପାର୍ଟ 2 –  https://youtu.be/tXM8NAOMXSE

Other Amazing benefits of Soursop

  • Cure Cancer more quickly and effectively than chemotherapy
  • 10000 times stronger than chemotherapy in fighting cancer cells
  • Treating Gout
  • Treatment of back Pain
  • Natural treatment for arthritis pain – soursop leaves
  • Stabilize blood sugar level in normal range
  • Boost immune system
  • Effective in inhibiting the growth of bacteria, virus, parasites and tumor development
  • Improving stamina and quick recovery of disease
  • Treatment of boils
  • Get rid of Lice
Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button