କେମୋଥେରାପି ଠାରୁ 10 ହଜାର ଗୁଣ ଅଧିକ ପ୍ରଭାବଶାଳୀ ଏହି ଫଳ
କ୍ୟାନସର କୋଷିକାର କାଳ Graviola – ରାମଫଳ / ସୀତାଫଳ / ଲକ୍ଷ୍ମଣଫଳ (Soursop) / ହନୁମାନ ଫଳ
Graviola ଗ୍ରାଭିଓଲା – ରାମଫଳ / ଲକ୍ଷ୍ମଣ ଫଳ / ହନୁମାନ ଫଳ
ଏହାର ନାମ Annona reticolata ଓ Annona muricata ବା ଗ୍ରାଭିଓଲା ଯାହା କ୍ୟାନସର ରୋଗୀଙ୍କ ପାଇଁ ବରଦାନ l ସମର୍ଥକ ଙ୍କ କହିବା କଥାକି ଏହା ପ୍ରୋଷ୍ଟେଟ, ଲଙ୍ଗସ, ସ୍ତନ, ପେଟ, ଅଗ୍ନାଶୟ ଆଦି 12 ପ୍ରକାର କ୍ୟାନସର କୁ ନଷ୍ଟ କରେ କିନ୍ତୁ ସୁସ୍ଥ କୋଷକୁ କୌଣସି କ୍ଷତି ପହଞ୍ଚାଇ ନଥାଏ ତଥା ଆମର ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇଥାଏ l
National Cancer Institute ଏହି ଗଛର ପତ୍ର ଓ Stem କୁ ନିରୀକ୍ଷଣ କରି ଜାଣିଲା ଯେ ଏହି ଗଛ କ୍ୟାନସର କୋଷକୁ ନଷ୍ଟ କରିବାରେ ବହୁତ ସହାୟକ, କିନ୍ତୁ ଆଶ୍ଚର୍ଯ୍ୟ ର କଥାକି ଏହି ରିପୋର୍ଟ କୁ ସାର୍ବଜନୀନ କରାଗଲା ନାହିଁ ଓ ଏହି ରିପୋର୍ଟ NCI ର ଆନ୍ତରିକ ରିପୋର୍ଟ ହୋଇ ରହିଗଲା l
1976 ମସିହାରେ ମଧ୍ୟ ରିସର୍ଚ୍ଚ ରୁ Graviola ର କ୍ୟାନସର ବିରୋଧୀ ଗୁଣ ପ୍ରମାଣିତ ହୋଇଥିଲା l ଦକ୍ଷିଣ କୋରିଆର କ୍ୟାଥୋଲିକ ବିଶ୍ୱବିଦ୍ୟାଳୟରେ ହୋଇଥିବା ରିସର୍ଚ୍ଚରୁ ଏହାର ମଞ୍ଜିରୁ ମିଳୁଥିବା ରସାୟନ ବ୍ରେଷ୍ଟ ଓ ପେଟ କ୍ୟାନସର କୋଷିକାକୁ ନଷ୍ଟ କରେ, ଯେପରି କେମୋ ଔଷଧ ନଷ୍ଟ କରେ, ବୋଲି ଜଣା ପଡିଥିଲା l
ଅନ୍ୟ ଏକ ଅଧ୍ୟୟନ “Journal of Natural Products” ରୁ ଜଣା ପଡିଥିଲା Graviola (ରାମଫଳ ) Adriamycin ନାମକ କ୍ୟାନସର ଔଷଧ ଠାରୁ 10000 ଗୁଣ ଅଧିକ ଶକ୍ତିଶାଳୀ l
Purdue University ରେ ହୋଇଥିବା ରିସର୍ଚ୍ଚ ରେ ଜଣା ପଡିଲା ଏହା ପ୍ରୋଷ୍ଟେଟ, ଲଙ୍ଗସ ଓ ପାନକ୍ରିୟାଟିକ କ୍ୟାନସରରେ ବହୁତ ଲାଭକାରୀ l
ସବୁଠୁ ମହତ୍ୱପୂର୍ଣ୍ଣ ଯେ, ଅଧିକ ମାତ୍ରାରେ ନେଲେ ମଧ୍ୟ ଏହାର ସାଇଡ ଏଫେକ୍ଟ କିଛି ନାହିଁ ବୋଲି ସବୁ ରିସର୍ଚ୍ଚରୁ ଜଣା ପଡିଲା l
Graviola ରେ Acetogenins ଥାଏ ଯାହା କ୍ୟାନସର କୋଷରେ ATP ର ମାତ୍ରା କମ କରିଦେଇଥାଏ, ଫଳରେ ସେହି କୋଷକୁ ଶକ୍ତି ମିଳିପାରେ ନାହିଁ ଓ ସେମାନେ ନଷ୍ଟ ହୋଇଯାନ୍ତି l
ବିଶେଷ – ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଯଥା Alzheimer’s Disease, Parkinson’s, ବା ଅନ୍ୟାନ୍ୟ ରୋଗରେ ଏହାକୁ ବ୍ୟବହାର କରାଯାଏ ନାହିଁ କାରଣ ଏହା Neuro-Toxic ହୋଇଥାଏ l ତେଣୁ ନ୍ୟୁରୋ (ବ୍ରେନ ) ରୋଗୀ ଏହି ଫଳକୁ ସେବନ କରିବା ଉଚିତ ନୁହେଁ l ଗର୍ଭବତୀ ମହିଳା ମଧ୍ୟ ନ ଖାଇବା ଉଚିତ, ଏହାର ପତ୍ର ମଧ୍ୟ ଲାଭକାରୀ ଅଟେ l
ଏହି ଗଛ ସାଧାରଣତଃ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ତଥା ଦକ୍ଷିଣ ଭାରତରେ ମିଳିଥାଏ l
ଅଧିକ ଜାଣିବା ପାଇଁ ତଳ ଲିଙ୍କ ଗୁଡିକ click କରନ୍ତୁ l
ଲକ୍ଷ୍ମଣ ଫଳ / ସୋରସୁପ୍ / ଗ୍ରାଭିଓଲା
ପାର୍ଟ 1 – https://youtu.be/anNUCIxo_eQ
ପାର୍ଟ 2 – https://youtu.be/tXM8NAOMXSE
Other Amazing benefits of Soursop
- Cure Cancer more quickly and effectively than chemotherapy
- 10000 times stronger than chemotherapy in fighting cancer cells
- Treating Gout
- Treatment of back Pain
- Natural treatment for arthritis pain – soursop leaves
- Stabilize blood sugar level in normal range
- Boost immune system
- Effective in inhibiting the growth of bacteria, virus, parasites and tumor development
- Improving stamina and quick recovery of disease
- Treatment of boils
- Get rid of Lice