କ୍ୟାନସର ଓ କିଡନୀ ରୋଗରେ ବାନ୍ତି ଲାଗିଥାଏ, ଭୋକ ଲାଗି ନଥାଏ, ଓ କେମୋଥେରାପି ରେ ମଧ୍ୟ ବହୁତ ବାନ୍ତି ହୋଇଥାଏ l
କଣ କରିବେ
1) ପୁଦିନା ଚାହା
2 ଚାମଚ ପୁଦିନା ପତ୍ର ଗୁଣ୍ଡ, 2 କପ ପାଣିରେ ପକାଇ ଫୁଟାଇ ଦିଅନ୍ତୁ, 1 କପ ହୋଇଗଲେ ତାକୁ ଛାଣି ଲେମ୍ବୁ କିଛି ଟୋପା ପକାଇ ପିଅନ୍ତୁ l ପ୍ରତିଥର ନୂଆ ତିଆରି କରିବେ l ଦିନକୁ 5/6 ଥର ପିଇବେ l ଏହି ପୁଦିନା ଚାହା ପିଇଲେ ଶରୀରରୁ ପିତ୍ତ ଅଂଶ କମିଯାଏ ଅନ୍ତନାଳୀ ବି ସଫା ହୋଇଯାଏ ଫଳରେ ବାନ୍ତି ରୋକିବାକୁ ବହୁତ ସାହାଯ୍ୟ ମିଳେ l
2) ଅଦା ଚାହା
ଅଦା ଛେଚି ରସ କାଢି 1 କପ ଗରମ ପାଣିରେ ମିଶାନ୍ତୁ ଓ 1 ଟି ଲବଙ୍ଗ ମଧ୍ୟ୍ୟ ଗୁଣ୍ଡ କରି ଏଥିରେ ପକାନ୍ତୁ l 10 ମିନିଟ ପରେ ଏହାକୁ ଧୀରେ ଧୀରେ ପିଅନ୍ତୁ l ଏହାକୁ ଦିନରେ 3/4 ଥର କରି ପିଅନ୍ତୁ l ଅଦା ଓ ଲବଙ୍ଗ ବଢିଆ digestive ଓ carminative ଅଟେ l (ଗର୍ଭାବସ୍ଥା ବା ଅର୍ଶ ଥିଲେ ଲବଙ୍ଗ ନେବେ ନାହିଁ )
3) Epsom salt (Magnesium Sulphate) ମଧ୍ୟ୍ୟ ବାନ୍ତି ରୋକିବାରେ ସହାୟକ ଅଟେ ଯଦି ବାନ୍ତି ମାଗ୍ନେସିଅମ ର ଅଭାବରୁ ହେଉଥିବ l
4) ଅଦାରସ 5ml, ପୁଦିନା 5 ପତ୍ର, ଲେମ୍ବୁ 5 ଟୋପା, ଲବଙ୍ଗ 1 ଟିଛେଚି ଭଲଭାବେ ମିଶାଇ ପ୍ରତି 2/3 ଘଣ୍ଟାକୁ ଥରେ ଲେଖା ଦେଲେ ବାନ୍ତି ମଧ୍ୟ କମିଯାଏ l ପ୍ରୟୋଗ କରିଦେଖନ୍ତୁ l (ତୁଳସୀ ୫ ପତ୍ର ମିଶାଇ ପାରିବେ)
ବାନ୍ତି ହେଉଥିବା ରୋଗୀଙ୍କୁ କଣ ଖୁଆଇବେ
ବାନ୍ତି ହେଉଥିବା ରୋଗୀଙ୍କୁ ଗାଜର ରସ, ଆପେଲ ଓ ଅଙ୍ଗୁର ରସ ଅଧକପ ମିଶାଇ ଦେଇପାରିବେ, କଦଳୀ ଓ ତରଭୁଜ ସାମାନ ମାତ୍ରାରେ ମିଶାଇ ଟିକେ ଟିକେ ଖୁଆଇ ପାରିବେ l ଏସବୁ ବାନ୍ତି ବନ୍ଦ ହେବାର 2 ଘଣ୍ଟା ପରେ ଖୁଆଇବେ l
अगर उल्टी हो रही हो चाहे कैसी भी और कितनी भी तेज़ हो, अगर आप पीपल का ये प्रयोग करेंगे तो आपको उल्टी से तुरंत आराम आ सकता है. और ये प्रयोग है भी बहुत आसान. आइये जानते हैं.
पीपल की छाल लीजिये, इसको जला कर इसकी राख कर लीजिये, इस राख को इतने पानी में डालिए के राख अच्छी तरह डूब जाए, कुछ देर डूबने के बाद जब राख अच्छी तरह नीचे बैठ जाए तो इस पानी को निथार छान कर 20-20 ग्राम करके रोगी को थोड़ी थोड़ी देर में पिलायें, इस से अत्यंत कष्ट साध्य वमन अर्थात उल्टी और प्यास दोनों ही शांत हो जाती है. लेखक द्वारा खूब परीक्षित है. आभार – चिकित्सा चंद्रोदय