Difference Between Allopathy and Ayurveda –
ଏଲୋପାଥି ଓ ଆୟୁର୍ବେଦ ମଧ୍ୟରେ ପାର୍ଥକ୍ୟ
Allopathy | Ayurveda | |
1 | 100 ବର୍ଷର ଚିକିତ୍ସା ପଦ୍ଧତି | 5000 ବର୍ଷ ର ଚିକିତ୍ସା ପଦ୍ଧତି |
2 | ଘରୋଇ ଉପଚାର ନାହିଁ | ଘରୋଇ ଉପଚାର ଅଛି |
3 | ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) କମାଏ | ଇମ୍ୟୁନିଟି (ରୋଗ ପ୍ରତିରୋଧକ ଶକ୍ତି) ବଢାଏ |
4 | ସାଇଡ ଏଫେକ୍ଟ ଥାଏ | ପ୍ରାୟ ନଥାଏ |
5 | ଜୀବନ ସାରା ଔଷଧ ଚାଲିଥାଏ | ରୋଗ ମୂଳରୁ clear ହୋଇପାରେ |
6 | ଲାଇଫ ସ୍ପାନ (ନିରୋଗ ସମୟ) କମିଥାଏ | ବଢିଥାଏ |
7 | କେମିକାଲ ଓ ମନ୍ୟୁଷ କୃତ | ନେଚୁରାଲ ଓ ପ୍ରକୃତି ଦ୍ୱାରା ସୃଷ୍ଟି |
8 | ଡକ୍ଟର ପରାମର୍ଶ ରେ ନେବାକୁ ପଡେ କାରଣ ନିଜେ ନିଜର ଡକ୍ଟର ହେବା କଷ୍ଟକର | କିଛି ଜିନିଷ ନିଜ ପସନ୍ଦରେ ନେଇ ହୁଏ କାରଣ ସାଇଡ ଏଫେକ୍ଟ ନଥାଏ |
9 | ଶୀଘ୍ର କାମ କରେ, ପୁଣି ପୁଣି ବାହାରୁଥାଏ | ଧୀରେ ଧୀରେ କାମ କରେ, ଆଉ ବାହାରି ନଥାଏ |
10 | ଗୋଟିଏ ରୋଗୀର ହସ୍ପିଟାଲ ଖର୍ଚ୍ଚ ସହ ତାଙ୍କ ଆଟେଣ୍ଡେଟଙ୍କ ରହିବା, ଯିବା ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଥାଏ l | ଔଷଧ ଘରେ ରହି ଖାଇବେ, କୁଆଡେ ଯିବା ଆସିବା ରହିବା ଆଦି ଅଯଥା ଖର୍ଚ୍ଚ ରୁ ମୁକ୍ତି ମିଳେ l କେବଳ ଥରେ ଟେଷ୍ଟିଙ୍ଗ ଓ ପରାମର୍ଶ ଦରକାର ହୋଇଥାଏ l |
11 | It Controls and Suppress the disease but doesn’t cure | It Controls and Cures Ex (Diabetes, BP, Joint Pain…) |
12 | Going to Allopathy is like going in Ambulance | Going to Ayurveda is like going in Ambassador |
13 | Chemical and materialism is the base | Natural and divinity is the base |
14 | Expiry ହେଲେ ସମସ୍ୟା କରେ | ସାଧାରଣତ ସମସ୍ୟା କରେନାହିଁ |
15 | ଗୋଟେ ରୋଗ କଣ୍ଟ୍ରୋଲ ହେଲେ ଆଉ ୫ଟି ରୋଗ ବାହାରେ | ଗୋଟେ ରୋଗ ପାଇଁ ଖାଇଲେ ଆଉ ୫ଟି ରୋଗ ଭଲ ହୋଇପାରେ |
Ayurveda makes life colorful; it is an Asset to human being. It is multi-dimensional.
Allopathy is helpful in Emergency, Critical Surgeries & Acute diseases. So it is popular.
But now a day’s both are needed for balanced life.
କିନ୍ତୁ ଲୋକମାନେ ଆୟୁର୍ବେଦ କୁ ଲାଷ୍ଟ ମୁମେଣ୍ଟ ରେ ଆସନ୍ତି, ଯେତେବେଳେ ସେମାନେ ଏଲୋପାଥି ରେ ଫେଲ ମାରିଥାନ୍ତି, କିନ୍ତୁ ଏହା ଉଚିତ ନୁହେଁ l