Cancer Cancer Remedies Naturopathy

କେଉଁ କ୍ୟାନସର ପାଇଁ କେଉଁ ଫଳ, ପରିବା ବା ମସଲା ଖାଇଲେ ଭଲ !!!

କେଉଁ କ୍ୟାନସର ପାଇଁ କେଉଁ ଫଳ, ପରିବା ବା ମସଲା ଖାଇଲେ ଭଲ !!!
  • PublishedFebruary 22, 2024
Spread the love

ଏମିତି ତ ଏଠାରେ ଦିଆଯାଇଥିବା ସମସ୍ତ ଫଳ ଓ ପରିବା ସବୁ ପ୍ରକାର କ୍ୟାନସର ରୋଗୀ ଖାଇବା ଉଚିତ୍ କିନ୍ତୁ କେଉଁ କେଉଁ ଫଳ ବା ପରିବା ଅଧିକ ପ୍ରଭାବଶୀଳ, ତାହାର ଏକ ତାଲିକା ଦିଆଯାଇଛି, ଆଶାକରୁ ରୋଗୀମାନେ ଏହାଦ୍ୱାରା ଅଧିକ ଉପକୃତ ହେବେ I

ବ୍ଲଡ୍ କ୍ୟାନସର୍ – ପୁଦିନା, ତୁଳସୀ, ହଳଦୀ, ଡାଳିମ୍ବ, ଗିଲୋୟ, ଡାଳଚିନି, ଫଳ

ବୋନ୍ ମେରୋ – ପୁଦିନା, ତୁଳସୀ, ହଳଦୀ, ଡାଳିମ୍ବ, ଗିଲୋୟ, ଡାଳଚିନି, ଫଳ

ସ୍କିନ୍ କ୍ୟାନସର୍ – ପୁଦିନା, ତୁଳସୀ, ହଳଦି, ଟମାଟୋ, ଫୁଲକୋବି, କଳାତିଳ, ଅଳସି, ସେଓ, ଗାଜର, ଡାଳିମ୍ବ, ପିଜୁଳି, ରସୁଣ, ଜୀରା,ଅଦା, ଆମଲା, ଲେମ୍ବୁ, ଏଭୋକାଡୋ, ପାଳଙ୍ଗ, ରାସ୍ପବେରି,

ବ୍ରେଷ୍ଟ୍ କ୍ୟାନସର୍ – ପୁଦିନା, ତୁଳସୀ, ହଳଦି, ଫୁଲକୋବି, ବ୍ରୋକୋଲି, ବନ୍ଧାକୋବି,ସୋରିଷ, ଟମାଟୋ,  ଗୋଲମରିଚ, ଗାଜର, କଳାତିଳ, ଅଳସି (ଫ୍ଳାକ୍ସ୍), ଜେତୁନ ତେଲ(ଅଲିଭ୍ ତେଲ), ବ୍ଲାକ୍ ବେରୀ, ବ୍ଲାକ୍/ଗ୍ରିନ୍ ଟି, ସୋୟବିନ୍, ପିଆଜ, ଆପେଲ୍, କଳା ଅଙ୍ଗୁର, ପିଜୁଳି, ଲେମ୍ବୁ, ରାସ୍ପବେରି, ଗୁଜୁରାତି,ଧଣିଆ, ବିଟ୍, ପାଳଙ୍ଗ, ରସୁଣ, ମୁଲେଥି,  କେରୋଟୋନାଏଡ୍, ଡାଳିମ୍ବ, କମଳା, ପପେୟା, ବୁଟ, ରାଜମା,

ଲଙ୍ଗସ୍ କ୍ୟାନସର୍ – ପୁଦିନା, ତୁଳସି, ଅଳସି, କଳାତିଳ, ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି, ସେଓ, ଗାଜର, ପପେୟା, ଲେମ୍ବୁ, ବିଟ୍, ଡାଳିମ୍ବ, ପିଜୁଳି, କଳା ଅଙ୍ଗୁର, ରସୁଣ, କେରୋଟୋନାଏଡ୍, ଗ୍ରିନ୍ ଟି, ଟମାଟୋ, ପାଳଙ୍ଗ, କମଳା,  ଗୋଲମରିଚ, ହଳଦୀ, ବୋଇତାଳୁ ମଞ୍ଜି, କ୍ୟାପସିକମ୍

ଷ୍ଟୋମାକ୍, ଈଣ୍ଟେଷ୍ଟାଇନ୍ – ପୁଦିନା, ତୁଳସି, ହଳଦି, ପିଆଜ, ଅଳସି, ସେଓ, ଗାଜର, ଡାଳିମ୍ବ, ବ୍ଲାକ୍/ଗ୍ରିନ୍ ଟି, ଲାଲ୍ ପିଜୁଳି, ଜୀରା, ବିଟ୍, ତରଭୁଜ, ଅଙ୍ଗୁର, ଟମାଟୋ, ଲେମ୍ବୁ, କମଳା, ମୌସୁମି, ନଡିଆପାଣି, କେରୋଟୋନାଏଡ୍ (ଗାଜର), ରସୁଣ, ପାଳଙ୍ଗ, ରାସ୍ପବେରି, ବନ୍ଧା, ପିଜୁଳି, ଅଲିଭ୍ ତେଲ, ଆମଲା (ଅଁଳା)

ଲିଭର କ୍ୟାନସର୍ – ନଡିଆପାଣି, ଗ୍ରିନ୍ ଟି, ପୁଦିନା, ଆପେଲ, ପପେୟା, ତୁଳସି, କଳାଜୀରା, ଧଣିଆ, ଜିରା, ପିଆଜ, ପାନମହୁରୀ

କୋଲୋନ୍/ରେକ୍ଟମ୍ – ପୁଦିନା, ତୁଳସୀ, ହଳଦି, ଫୁଲକୋବି, ବ୍ରୋକୋଲି, ବନ୍ଧାକୋବି, ପିଆଜ, ଟମାଟୋ, ଆମ୍ବ, କାଜୁ, ଅଦା, ଅଲିଭ ତେଲ, କଳାତିଳ, ସୋରିଷ, କମଳା, ତରଭୁଜ, କଳା ଅଙ୍ଗୁର, ମୁଲେଥି, ରସୁଣ, ଗ୍ରିନ୍ ଟି, ବେରି, ଅଳେଇଚ, ଧଣିଆ, ପାନମହୁରୀ, ପପେୟା, ବିଟ୍, କ୍ୟାପସିକମ୍, ଗାଜର, ସୋୟବିନ୍, ଆପେଲ୍, ଲେମ୍ବୁ,

ମୁହଁ କ୍ୟାନସର୍ – ପୁଦିନା, ତୁଳସୀ, ହଳଦି, ପିଆଜ, ରସୁଣ, ଲେମ୍ବୁ, କମଳା, ମୌସୁମୀ, କେରୋଟୋନାଏଡ୍, ବୋଇତାଳୁମଞ୍ଜି

ଥ୍ରୋଟ୍, ଇସୋଫାଗସ୍  – ଗ୍ରୀନ୍ ଟି, ଲେମ୍ବୁ, କମଳା, ମୌସୁମୀ, ହଳଦି, ବେରି (ରାସ୍ପବେରି), ରସୁଣ

ଲାର୍ଜ୍ ଈଣ୍ଟେଷ୍ଟାଇନ୍ – ପିଆଜ, ରସୁଣ, ଅଳସି, ସେଓ, ଗାଜର, ଡାଳିମ୍ବ, ପିଜୁଳି, ତରଭୁଜ, ଟମାଟୋ,

ପ୍ରୋଷ୍ଟେଟ୍ କ୍ୟାନସର୍ – ପୁଦିନା, ତୁଳସୀ, ହଳଦି, ଫୁଲକୋବି, ବ୍ରୋକୋଲି, ବନ୍ଧାକୋବି, ପିଆଜ, ଗ୍ରିନ୍ ଟି, ପାଳଙ୍ଗ , ପପେୟା, ପିଜୁଳି, ବିଟ, କଳାଜିରା, ସୋୟାବିନ୍ ପ୍ରଡକ୍ଟ,, ଟମାଟୋ, କଳାତିଳ, ସେଓ, ଗାଜର, ଡାଳିମ୍ବ, ପିଜୁଳି, ତରଭୁଜ, କଳା ଅଙ୍ଗୁର, ଅଳେଇଚ, ରସୁଣ, ବୋଇତାଳୁ ମଞ୍ଜି, କ୍ୟାପସିକମ୍, ଅଲିଭ୍ ତେଲ, ପାଳଙ୍ଗ,  ଫ୍ଳାକ୍ସ୍, ୱାଲନଟ୍, ଏଭୋକାଡୋ

ୟୁଟ୍ରସ୍ – ପୁଦିନା, ତୁଳସୀ, ହଳଦି, ପିଆଜ, ରସୁଣ, କେରୋଟୋନାଏଡ୍, ଅଁଳା, Oregano

ବ୍ରେନ୍ ଟ୍ୟୁମର୍ – ଅଶ୍ୱଗନ୍ଧା, ଗହମଘାସ, ପୁଦିନା, ତୁଳସୀ, ହଳଦି, ରସୁଣ, ନୋନି, ବ୍ରାହ୍ମୀ, green tea, ଗୁଗୁଲ୍, 

ଓଭାରୀ କ୍ୟାନସର୍ – ଅଦା, ପାଳଙ୍ଗ, ଅଳେଇଚ, ବ୍ରାକୋଲି, ଫୁଲକୋବି, ଗ୍ରିନ୍ ଟି, Oregano

କିଡନୀ କ୍ୟାନସର୍ – ପୁଦିନା, ତୁଳସୀ, ହଳଦି, ପିଆଜ, ରସୁଣ – RCC କିଡନୀ – ତେଲିଆ ମାଛ #

ପାନକ୍ରିୟାଟିକ୍ – ଟମାଟୋ, ବ୍ଲାକ୍ କ୍ୟୁମିନ୍ ସିଡ୍, ରସୁଣ, ପୁଦିନା, ହଳଦି, କ୍ୟାପସିକମ୍, ଅଁଳା, ପପେୟା,

Cervical – ବେରି, ତୁଳସୀ, ବ୍ଲାକ୍ କ୍ୟୁମିନ୍ ସିଡ୍, ଡାଲଚିନି, ଜୀରା, ପପେୟା, ହଳଦୀ, କ୍ୟାପସିକମ୍, ହଳଦୀ, ଟମାଟୋ, ବ୍ରାକୋଲି

Endometrial– ସୋୟାବିନ୍, ଟମାଟୋ, ଅଲିଭ ଅଏଲ୍,

Testicular – ବିଟ୍ #  

ଲିମ୍ଫୋମା – ଡାଳିମ୍ବ #  

ଲାରିଙ୍ଗସ୍ – କମଳା # 

ମେଲାନୋମା – ସୋୟା #

ଟ୍ୟୁମର୍ – ଡାଲଚିନି, ବ୍ଲାକ୍ କ୍ୟୁମିନ୍ ସିଡ୍, ରସୁଣ, ଡାଳିମ୍ବ , ନୋନି#

CBD Gall Bladder– Green Tea, Olive Oil

U.Bladder– କ୍ୟାପସିକମ୍, ଫୁଲକୋବି, ବନ୍ଧାକୋବି, ଗ୍ରିନ୍ ଟି, ବ୍ରାକୋଲି

ବିଶେଷସମସ୍ତ ପ୍ରକାର କ୍ୟାନସର୍ ପାଇଁ ଉପରୋକ୍ତ ସମସ୍ତ ଖାଦ୍ୟ ଜଣେ ରୋଗୀ ଖାଇପାରିବେ I

ଏଠାରେ ତାଲିକା ସମ୍ପୂର୍ଣ ନୁହେଁ, ପୁଣି ପରେ ଯୋଡାଯିବ I

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button