Cancer Cancer Remedies slider

45000 ରୁ ଅଧିକ କ୍ୟାନସର ରୋଗୀଙ୍କୁ ଭଲ କରିଦେଇଛି ଏହି ଡାଏଟ୍ ଚାର୍ଟ୍ ! – Rudolf Breuss Diet Chart for Cancer

45000 ରୁ ଅଧିକ କ୍ୟାନସର ରୋଗୀଙ୍କୁ ଭଲ କରିଦେଇଛି ଏହି ଡାଏଟ୍ ଚାର୍ଟ୍ ! – Rudolf Breuss Diet Chart for Cancer
  • PublishedFebruary 22, 2024
Spread the love

ଅଷ୍ଟ୍ରିଆ ର Rudolf Breuss,  କ୍ୟାନସର ପାଇଁ ସବୁଠାରୁ ଭଲ ପ୍ରାକୃତିକ ଚିକିତ୍ସା (Alternative Cancer Traetments) ଖୋଜିବା ପାଇଁ ପୂରା ଜୀବନ ସମର୍ପିତ କରିଦେଇଥିଲେ, ତାଙ୍କ ଦ୍ୱାରା ତିଆରି ହୋଇଥିବା ପ୍ରଟୋକଲ Rudolf Breuss Diet Chart ନାମରେ ଜଣାଯାଇଥାଏ l ସେ କହିଥିଲେ କି କ୍ୟାନସର ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଉପରେ ନିର୍ଭର କରି ବଞ୍ଚି ରହିଥାଏ l ଯଦି ରୋଗୀ 42 ଦିନ ପର୍ଯ୍ୟନ୍ତ କେବଳ ଫଳ ରସ ଓ ପରିବା ରସ ଓ ଚା ଉପରେ ନିର୍ଭର କରିବ  ତେଵେ କ୍ୟାନସର କୁ ବଢ଼ିବାରୁ ରୋକାଯାଇ ପାରିବ l

ସେ ଏକ ଖାସ ଜୁସ ତିଆରି କରିଥିଲେ ଯାହାର ଏକ ବଢିଆ ପ୍ରମାଣ ଦେଖିବାକୁ   ମିଳିଥିଲା l ସେ ଏହି ଉପାୟରେ 45000 ରୁ ଅଧିକ ରୋଗୀଙ୍କୁ ଠିକ କରିଦେଇଥିଲେ,

ତାଙ୍କ ଉପଚାର 42 ଦିନ ପର୍ଯ୍ୟନ୍ତ ଚାଲୁଥିଲା l

Rudolf Breuss Diet Chart for Cancer

ମୁଖ୍ୟ ଅଂଶ

1) ଦିନ ଭିତରେ 3/4 ଥର ହର୍ବଲ ଚା ବା ଗ୍ରୀନ ଟି ପିଇବେ

2) 42 ଦିନ କେବଳ କଞ୍ଚା ଫଳ ଓ ପରିବା ଜୁସ ପିଇବେ

3) ପରିବା ଓ ଫଳ ଅର୍ଗାନିକ ବା ଜୈବିକ ଉପାୟରେ ହୋଇଥିବ,

4) ସବୁକୁ ଜୁସର ରେ ମିକ୍ସ କରି ଛାଣି ତାଜା ପିଇବେ

ତାଙ୍କ ପ୍ରଟୋକଲ ରେ

55% ବିଟ ରୁଟ, 20% ଗାଜର, 20% Celery Root ସାମିଲ ଥିଲା

http://cam-cancer.org/en/breuss-cancer-cure#:~:text=The%20core%20of%20the%20Breuss,to%20survive%20in%20the%20body.

Written By
admin@Arogyaodisha.Org

Leave a Reply

Your email address will not be published. Required fields are marked *

Need Help?
Call Now Button