ନିମ – ଦ୍ୱାରା କ୍ୟାନସର ଚିକିତ୍ସା
ନିମ ପତ୍ରରେ ଏକ ବିଶେଷ ପ୍ରକାର ପ୍ରୋଟିନ ମିଳେ ଯାହାକୁ NLGP ( Neem Leaf Glycoprotein) କୁହାଯାଏ l ଯାହା କ୍ୟାନସର କୋଷିକା ବ୍ୟତୀତ ଶରୀରର ଅନ୍ୟ ଭାଗରେ ଇମ୍ୟୁନିଟି କୁ modulate କରେ ଯାହାଫଳରେ କ୍ୟାନସର ସେଲର ପ୍ରଗତି ରେ ବାଧାପ୍ରାପ୍ତ ହୋଇଥାଏ l ନିମ କ୍ୟାନସର କୋଷିକାକୁ Apoptosis ପ୍ରକ୍ରିୟା ଦ୍ୱାରା ନଷ୍ଟ କରିବାକୁ ସକ୍ଷମ ହୋଇଥାଏ l ନିମରେ ଥିବା Azadirone, Deoxonimbolide, Kaemferol, Glucopyranoside, Nimbolide ଓ Quercetin କୋଷିକାକୁ ଫ୍ରି ରେଡ଼ିକାଲ ରୁ ବଞ୍ଚାଇଥାଏ l ନିମ, କ୍ୟାନସର କୋଷିକାରେ, ରକ୍ତ ବାହିନୀର ତିଆରି ପ୍ରକ୍ରିୟାକୁ କମଜୋର କରି ସେଗୁଡିକୁ ପୋଷଣ ଯୋଗାଇବା ବନ୍ଦ କରିଦେଇଥାଏ, ଫଳରେ ସେମାନେ ନଷ୍ଟ ହେବାକୁ ଲାଗନ୍ତି l ପ୍ରାକୃତିକ ହୋଇଥିବାରୁ ଏହାର ପ୍ରଭାବ ସାଧାରଣ କୋଷ ଉପରେ ପଡି ନଥାଏ l
ସେବନ – ପ୍ରତିଦିନ 5/6 ଟି ପତ୍ର ମହୁ ବା ପାଣି ସହ ବା 2ରୁ 5 ଗ୍ରାମ ଶୁଖିଲା ପତ୍ରଗୁଣ୍ଡ (ଖରାରେ ଶୁଖାଇ) ସେବନ କରିବେ
ଅଧିକ ଜାଣିବା ପାଇଁ ଲିଙ୍କ ଦେଖନ୍ତୁ –