45000 ରୁ ଅଧିକ କ୍ୟାନସର ରୋଗୀଙ୍କୁ ଭଲ କରିଦେଇଛି ଏହି ଡାଏଟ୍ ଚାର୍ଟ୍ ! – Rudolf Breuss Diet Chart for Cancer
ଅଷ୍ଟ୍ରିଆ ର Rudolf Breuss, କ୍ୟାନସର ପାଇଁ ସବୁଠାରୁ ଭଲ ପ୍ରାକୃତିକ ଚିକିତ୍ସା (Alternative Cancer Traetments) ଖୋଜିବା ପାଇଁ ପୂରା ଜୀବନ ସମର୍ପିତ କରିଦେଇଥିଲେ, ତାଙ୍କ ଦ୍ୱାରା ତିଆରି ହୋଇଥିବା ପ୍ରଟୋକଲ Rudolf Breuss Diet Chart ନାମରେ ଜଣାଯାଇଥାଏ l ସେ କହିଥିଲେ କି କ୍ୟାନସର ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଉପରେ ନିର୍ଭର କରି ବଞ୍ଚି ରହିଥାଏ l ଯଦି ରୋଗୀ 42 ଦିନ ପର୍ଯ୍ୟନ୍ତ କେବଳ ଫଳ ରସ ଓ ପରିବା ରସ ଓ ଚା ଉପରେ ନିର୍ଭର କରିବ ତେଵେ କ୍ୟାନସର କୁ ବଢ଼ିବାରୁ ରୋକାଯାଇ ପାରିବ l
ସେ ଏକ ଖାସ ଜୁସ ତିଆରି କରିଥିଲେ ଯାହାର ଏକ ବଢିଆ ପ୍ରମାଣ ଦେଖିବାକୁ ମିଳିଥିଲା l ସେ ଏହି ଉପାୟରେ 45000 ରୁ ଅଧିକ ରୋଗୀଙ୍କୁ ଠିକ କରିଦେଇଥିଲେ,
ତାଙ୍କ ଉପଚାର 42 ଦିନ ପର୍ଯ୍ୟନ୍ତ ଚାଲୁଥିଲା l
Rudolf Breuss Diet Chart for Cancer
ମୁଖ୍ୟ ଅଂଶ
1) ଦିନ ଭିତରେ 3/4 ଥର ହର୍ବଲ ଚା ବା ଗ୍ରୀନ ଟି ପିଇବେ
2) 42 ଦିନ କେବଳ କଞ୍ଚା ଫଳ ଓ ପରିବା ଜୁସ ପିଇବେ
3) ପରିବା ଓ ଫଳ ଅର୍ଗାନିକ ବା ଜୈବିକ ଉପାୟରେ ହୋଇଥିବ,
4) ସବୁକୁ ଜୁସର ରେ ମିକ୍ସ କରି ଛାଣି ତାଜା ପିଇବେ
ତାଙ୍କ ପ୍ରଟୋକଲ ରେ
55% ବିଟ ରୁଟ, 20% ଗାଜର, 20% Celery Root ସାମିଲ ଥିଲା